News portal website
before header
[URIS id=5393]

୧୫୧ରନ କରି ହାରିଲା ଭାରତ!

0 396

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର

ତା-୨୪-୧୦-୨୦୨୧

ଟି ଟ୍ବେଣ୍ଟି ବିଶ୍ବକପ ଆଜି ଆରମ୍ଭ ହୋଇଛି। IND vs PAK ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ, ବ୍ୟାଟିଂ କରିଥିଲା ଭାରତ ।ଟି-୨୦ ବିଶ୍ଵ କପ୍‌ରେ ସବୁଠୁ ବଡ ମୁକାବିଲାର ଆରମ୍ଭରେ ଭାରତର ପରାଜୟ ହୋଇଛି।ରବିବାର ସନ୍ଧ୍ୟା ୭ଟା ୩୦ରେ ମୁହାମୁହିଁ ହୋଇଥିଲେ ଭାରତ-ପାକିସ୍ତାନ।ଟସ୍ ଜିତି ପାକିସ୍ତାନର ଅଧିନାୟକ ବାବର ଆଜମ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଭାରତ କୋଡ଼ିଏ ଓଭରରେ ୧୫୧ ରନ କରି ପାକିସ୍ତାନ ଠାରୁ ପରାଜୟ ହୋଇଛି।

ଦୁଇ ଦଳର ବିଶ୍ଵ କପରେ ଏହା ପ୍ରଥମ ମ୍ୟାଚ୍। ତେଣୁ ଉଭୟ ଦଳ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିବାକୁ ଚାହିଁଥିଲେ ମଧ୍ଯ ଭାରତର ଦୁବାଇ ମାଟିରେ ପରାଜୟ ହୋଇଛି।

Leave A Reply

Your email address will not be published.