News portal website
before header
[URIS id=5393]

ଘାସ କାଟୁଛନ୍ତି ପନ୍ତ

0 236

କଟକ / ଅଷ୍ଟିନ୍ ନ୍ୟୁଜ

ତା – ୧୪-୦୫-୨୦୨୧

ଚାଳିତ ବର୍ଷ ଇଣ୍ଡିଆନ୍ ପ୍ରିମିଅର ଲିଗ କୁ କରୋନା ମହାମାରୀ ଯୋଗୁ୍ ଅଧାରୁ ବାତିଲ କରାଯାଇଛି। ଏହା ଖେଳାଳି ମାନଙ୍କୁ ଆଣିଦେଇଛି ନିଜ ପରିବାର ସହ ସମୟ କାଟିବାର ଏକ ସୁବର୍ଣ୍ଣ ସୁଯୋଗ।

ଆଇ. ପି. ଏଲ୍. ସ୍ଥଗିତ ରହିବା କାରଣରୁ ରିଷଭ ପନ୍ତ ଏବେ ତାଙ୍କର ଦିଲ୍ଲୀ ରେ ଥିବା ବାସ ଭବନ ରେ ସାଙ୍ଗରୋଧ ରେ ରହିଛନ୍ତି। କିନ୍ତୁ ଆଗାମୀ ଟେଷ୍ଟ ମ୍ୟାଚ ପାଇଁ ନିଜକୁ ସୁସ୍ଥ ଓ ଫିଟ ରଖିବାପାଇଁ, ନିଜ ବଗିଚାରେ ଏକ ଘାସ କଟା ମେସିନ୍ ସାହାଯ୍ୟରେ ଘାସ କାଟୁଛନ୍ତି।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- theaustinnews@gmail.com

ସେ ନିଜେ ନିଜର ଘାସ କାଟୁଥିବା ବେଳର ଗୋଟିଏ ଭିଡିଓ ତାଙ୍କ ସୋସିଆଲ ମିଡିଆ ରେ ପ୍ରକାଶ କରିଛନ୍ତି ଓ ତାକୁ କ୍ୟାପ୍ସନ ଦେଇଛନ୍ତି “ଦିଲ ମାଙ୍ଗେ ମୋର୍!”

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.