Sign in
Sign in
Recover your password.
A password will be e-mailed to you.
Breaking News
ବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!
Browsing Category
ଓଡିଶା
ଚାଲିଗଲେ ଅରିନ୍ଦମ ଦାସ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୪-୦୯-୨୦୨୧
ଆଉ ନାହାନ୍ତି ଯୁବ ସାମ୍ବାଦିକ ଅରିନ୍ଦମ ଦାସ। ଆଜି ସକାଳୁ ସକାଳୁ ମୁଣ୍ଡଳି ବ୍ୟାରେଜ ନିକଟରେ ଫସି ରହିଥିବା ଦନ୍ତାକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଓଲଟି ପଡ଼ିଥିଲା ଓଡ୍ରାଫ୍ ବୋଟ୍। ଏହି ବୋଟ୍ ରେ ଥିଲେ ଅରିନ୍ଦମ। ଦୁର୍ଘଟଣାଗ୍ରସ୍ତ!-->!-->!-->!-->!-->…
ଭାଲୁ ରାମ୍ପୁଡ଼ି ଦେଲା ଚାଷୀକୁ ..
ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ
ରିପୋର୍ଟ-ଜଗବନ୍ଧୁ ପ୍ରଧାନ
ଶରତ ଥାନା ଅଧିନସ୍ଥ ନୁଟ ପଞ୍ଚାୟତର ଜଣେ ଚାଷୀକୁ ଭାଲୁ ରାମ୍ପୁଡ଼ି ଦେଇଅଛି । ସେ ଆଜି ସକାଳୁ ତାଙ୍କର ବିଲକୁ ଯିବା ସମୟରେ ହଠାତ ଭାଲୁଟି ପାଖ ଜଙ୍ଗଲରୁ ଦୌଡ଼ି ଆସି ବଳରାମ ଖଣ୍ଡେଇ (୪୫)କୁ ଆକ୍ରମଣ କରି ଥିଲା । ବଳରାମ!-->!-->!-->!-->!-->!-->!-->…
ଆଦିବାସୀ ଅଞ୍ଚଳରେ ରକ୍ତଦାନ ଶିବିର ଅନୁଷ୍ଠିତ ।
ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ
ରିପୋର୍ଟ-ଜଗବନ୍ଧୁ ପ୍ରଧାନ
ଏହି କିଛିଦିନ ହେବ ଉଦଳା ରକ୍ତ ଭଣ୍ଡାରରେ ରକ୍ତର ଅଭାବ ରହୁଛି ।ଆଜି କପ୍ତିପଦା ବ୍ଲକର ଲାବଣ୍ୟଦେଇପୁର ପଂଚାୟତର କଟୁରିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।
କଟୁରିଆ ଅଞ୍ଚଳରେ ଆଦିବାସୀ!-->!-->!-->!-->!-->!-->!-->…
ବାଲିମାଫିଆଙ୍କ “ନନା” ଧମକରେ ପ୍ରଶାସନ ଥରହର;ଧସିଲା ବାଲିକୁଦା ପୋଲ!
ବାରମ୍ବାର ଖବର ପ୍ରସାରଣ ପରେ ଚେତିଲାନି ପ୍ରଶାସନ;ହଜାର ହଜାର ଲୋକ ଗମନାଗମନରେ ଦୁର୍ଦ୍ଦଶା!
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୧୩-୦୯-୨୦୨୧
ଯାଜପୁର ଜିଲ୍ଲା,ବଡଚଣା ବ୍ଲକ,ସାଉଡିଆ ପଞ୍ଚାୟତ ବାଲିକୁଦା ବାଲିଘାଟର, ଶୋଚନୀୟ ପରିସ୍ଥିତି।ଦୈନିକ ହଜାର ହଜାର ବାଲି ଗାଡି,!-->!-->!-->!-->!-->!-->!-->…
ନ୍ଯାୟ ନ ଦେଲେ ଆତ୍ମହତ୍ଯା କରିବି;ଅଙ୍ଗନବାଡି ଦିଦିଙ୍କ ଚେତାବନୀ!
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୧୩-୦୯-୨୦୨୧
ଅଙ୍ଗନବାଡ଼ି ଦିଦିଙ୍କୁ ପ୍ରେମ ନିବେଦନ କରିବା ମହଙ୍ଗା ପଡିଛି।କେବଳ ପ୍ରେମ ନିବେଦନ ନୁହେଁ ବୟସ୍କ ବ୍ୟକ୍ତି ଜଣକ ଅଶ୍ଲୀଳ ଇଙ୍ଗିତ କରୁଥିବା ନେଇ କୋରେଇ ଥାନାରେ ଅଭିଯୋଗ କରିଛନ୍ତି ଅଙ୍ଗନବାଡ଼ି ଦିଦି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା!-->!-->!-->!-->!-->…
ହାପି ବାର୍ଥଡେ ଆଇରନ ଲେଡି;ସିନ୍ଧୁ ନନ୍ଦନୀ!
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତାରିଖ-୦୬-୦୯-୨୦୨୧
ଆପଣ ମାନେ ଏଭଳି, ହେଡଲାଇନ ଦେଖି ସିନ୍ଧୁ ନନ୍ଦିନୀ କିଏ ନିଶ୍ଚିତ ଭାବେ ଜାଣିବାକୁ ଆଗ୍ରହୀ ହେବେଣି।ହଁ ଆଜ୍ଞା ଭାରତର ପ୍ରାକ୍ତନ ପ୍ରଧାନ ମନ୍ତ୍ରୀ ଇନ୍ଦରା ଗାନ୍ଧୀ ପରେ ମଧ୍ଯ ଅନେକ ଆଇରନ ଲେଡି ଜନ୍ମ ହୋଇଛନ୍ତି। ସେଭଳି ଏକ ପ୍ରତିଭା!-->!-->!-->!-->!-->…
ଓଟିଡିସି ଅଧ୍ଯକ୍ଷ ମେୟର ହେବେ କି!
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତାରିଖ-୦୬-୦୯-୨୦୨୧
ଦୀର୍ଘ ଦିନ ପରେ ସରକାର ପୌର ନିର୍ବାଚନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।ଏ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ଯାୟରେ ପହଞ୍ଚିଲା, ନିର୍ବାଚନ କମିଶନରଙ୍କ ଘୋଷଣାକୁ ଅପେକ୍ଷା।
ରାଜଧାନୀ ପାଓ୍ଵାର ହବର ମେୟର ହେବା ପାଇଁ!-->!-->!-->!-->!-->!-->!-->!-->!-->…
ଭୁବନେଶ୍ୱରରେ ଗୁରୁଦିବସ ପାଳନ!
ଭୁବନେଶ୍ୱର
ତାରିଖ ୦୫-୦୯-୨୦୨୧
ଆଜି ଭୁବନେଶ୍ୱରର ସହୀଦ ନଗର ଗର୍ମେଣ୍ଟ ହାଇ ସ୍କୁଲରେ ପବିତ୍ର ଗୁରୁଦିବସ ପାଳନ ହୋଇଛି।ଗୁରୁଦିବସରେ ନୂତନ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ସୁପ୍ରଭା ଶତପଥୀଙ୍କୁ ସ୍ଵାଗତ କରାଯାଇଥିଲା।ସ୍କୁଲ ଓ ପାଠ ପଢାର ଉନ୍ନତି କରିବା ନିମନ୍ତେ ବିଭିନ୍ନ!-->!-->!-->!-->!-->…
ନବୀନଙ୍କ ମହିଳାବ୍ରାଣ୍ଡର କୋଭିଡ ଉଲ୍ଲଘଂନ!
ରାଜ୍ଯ ସରକାରଙ୍କ ଅନ୍ୟ ଏକ ଦ୍ରୁମତମ ଭୋଟ ବ୍ଯାଙ୍କ ଏବଂ ନବୀନଙ୍କ ବ୍ରାଣ୍ଡ ମହିଳା ଶକ୍ତିର କୋଭିଡ ଉଲ୍ଲଘଂନ!
ଅଷ୍ଟିନ ନ୍ଯୁଜ/ଭୁବନେଶ୍ୱର
ତା-୦୩-୦୯-୨୦୨୧
ରାଜ୍ଯ ସରକାର ରାଜ୍ଯରେ କରୋନା କଟକଣା କୋହଳ କରୁଛନ୍ତି।ସମ୍ପୂର୍ଣ୍ଣ ଅନଲକ ହେଇନି ଓଡ଼ିଶା,ରାଜ୍ଯ ସରକାର ,ଏସଆରସି,!-->!-->!-->!-->!-->!-->!-->…
କ୍ରାଇମବ୍ରାଞ୍ଚର ବିଦ୍ୟାଭାରତୀକୁ ଜେରା ପରେ;ଦୋଷୀ ଧରା ପଡିବ ତ?
ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ
ତା-୦୩-୦୯-୨୦୨୧
ରିପୋର୍ଟ-ଜଗବନ୍ଧୁ ପ୍ରଧାନ
କପ୍ତିପଦା ନିକଟସ୍ଥ ଗୌଡ଼ଗାଁରେ ଗତକାଲି ଓଡ଼ିଶା କ୍ରାଇମବ୍ରାଞ୍ଚର ଏକ ଦଳ ଆସିଥିଲେ ଯେଉଁଥିରେ ୫ଜଣ ଅଧିକାରୀ ଥିଲେ।ଏସିଏଫ ସୌମ୍ୟର ମୃତ୍ୟୁ ରହସ୍ୟର ସଠିକ ତଥ୍ୟ ଏପର୍ଯ୍ୟନ୍ତ ପୋଲିସ କିମ୍ବା!-->!-->!-->!-->!-->!-->!-->…
