News portal website
before header
Browsing Category

ଓଡିଶା

ମିଶନ ଶକ୍ତିରେ ଅନ୍ତର୍ଭୁକ୍ତ କରି ସ୍ଥାୟୀ ନିଯୁକ୍ତି ପାଇଁ ଦାବି!

ଭୁବନେଶ୍ୱର ତା-୦୪-୦୩-୨୦୨୧ ପଞ୍ଚାୟତ ଓ ଗ୍ରାମରେ କାମକରୁଥିବା ଏମ୍.ବି.କେ. ,ସି, ଆର.ପି, କୃଷିମିତ୍ର, ପ୍ରାଣିମିତ୍ର, ବ୍ୟାଙ୍କ ମିତ୍ର ଓ ଜୀବିକା ସହଯୋଗୀ ସଂଗଠନ ମାନଙ୍କର, ରାଜ୍ୟସ୍ତରୀୟ କର୍ମକର୍ତ୍ତା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ପ୍ରମୁଖ ଦିଆ ମିଶନ…

—କାହାଣୀ ୨୪ ବର୍ଷର ନ୍ୟାୟ ବ୍ୟବସ୍ଥାକୁ ନେଇ— ଗଣବଳାତ୍କାର ପୀଡିତା ଅଞ୍ଜନା ମିଶ୍ର।

ଭୁବନେଶ୍ବର ତା-୨୩-୦୨-୨୦୨୧ Report:-Mamali Das ୧୯୯୯ରେ ଓଡ଼ିଶା ତଥା ଭାରତରେ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଭାରତୀୟ ବନ ସେବା ଅଧିକାରୀ ସୁବାଷ ଚନ୍ଦ୍ର ମିଶ୍ରଙ୍କ ବିଚ୍ଛିନ୍ନ ପତ୍ନୀ ଅଞ୍ଜନା ମିଶ୍ର ୦୯ ଜାନୁଆରୀ ୧୯୯୯ ରେ…

ସବୁ ଜିଲ୍ଲା ଓ ମୁନିସିପାଲିଟି ଅଞ୍ଚଳ ପାଇଁ ଆସିଲା କରୋନା ଗାଇଡଲାଇନ।

ଭୁବନେଶ୍ୱର ତା-୨୧-୦୨- ୨୦୨୧ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ମୁନିସିପାଲିଟି ଅଞ୍ଚଳ ପାଇଁ କରୋନା ନିୟମାବଳୀ ଆସିଯାଇଛି।ଏସଆରିସି କମିଶନର ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଜାରି କରିଛନ୍ତି ନିର୍ଦ୍ଦେଶନାମା। ୦୧•କରୋନା ନିୟମ କଡାକଡି ଭାବେ ପାଳନ ପାଇଁ ସମସ୍ତ…

ସିଏମସି ଜାରିକଲା ସତର୍କ ସୂଚନା!

କଟକ ତା-୨୧-୦୨-୨୦୨୧ କଟକ ସହରରେ ପିଠାପୁର ଯୋବ୍ରା ଓ ମଧୁପାଟଣା ଅଞ୍ଚଳରୁ ଜଣେ ଲେଖାଏଁ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ପରେ ସାମାଜିକ ଦୂରତା ଓ ମାଷ୍କ ବ୍ଯବହାର କରିବା ପାଇଁ କଟକ ମହାନଗର ନିଗମ ତରଫରୁ ସତର୍କ ସୂଚନା ଜାରି କରିଯାଇଛି। ଅଧିକ ଖବର…

ଜଗନ୍ନାଥ ସଂସ୍କୃତି ପରିଷଦର ମାଗଣା ସ୍ବାସ୍ଥ୍ଯ ଶିବିର।

ଜଗତସିଂହପୁର ତା-୨୧-୦୨-୨୦୨୧ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଓଡ଼ିଶା ଭୁବନେଶ୍ୱର ପକ୍ଷରୁ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଜଗତସିଂହପୁର ଜିଲ୍ଲା ତିମିରା, ବିରଡି, ଠାରେ ୨୦.୦୨.୨୦୨୧ ତାରିଖରେ କରାଯାଇଅଛି, ଏଥିରେ ମାଗଣା ହୋମିଓପାଥି ଚିକିତ୍ସା, ଆୟୁର୍ବେଦିକ, ରକ୍ତ…

ସ୍ଥାୟୀ ନିଯୁକ୍ତି ଦାବୀରେ କୋଭିଡ ସ୍ୱାସ୍ଥ୍ୟକର୍ମୀଙ୍କ ବିକ୍ଷୋଭ।

ଭୁବନେଶ୍ୱର ତା- ୨୦-୦୨-୨୦୨୧ ରିଖ କୋଭିଡ କେୟାର ହୋମରେ ଓଡ଼ିଶାର ଜନସାଧାରଣ ଙ୍କୁ ଦିନରାତି ସେବା ଯୋଗାଇ ଦେଇଥିବା ଏଏନଏମ ସ୍ଵାସ୍ଥ୍ୟ କର୍ମୀ ମାନେ ଆଜକୁ 91 ଦିନ ଧରି ପ୍ରଚଣ୍ଡ ଶୀତ କାକରରେ ପୂର୍ଣ୍ଣ ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣାରେ ବସିଛନ୍ତି କିନ୍ତୁ ରାଜ୍ୟ…

ଶ୍ରୀ ସିଦ୍ଧ ମହାପୁରୁଷ ମଠରେ ଭାଗବତ ସପ୍ତାହ ଉଦଯାପିତ।

ଯାଜପୁର ତା-୧୯-୦୨-୨୦୨୧ ବଡଚଣା ବ୍ଲକ ରଇପୁର ପଞ୍ଚାୟତ ଅନ୍ତର୍ଗତ ରଇପୁର ଗ୍ରାମର ଶ୍ରୀ ସିଦ୍ଧ ମହାପୁରୁଷ ମଠ(ପଥରନାସୀ)ରେ ଗତ ତା ୧୩ ରୁ ୧୯ ରିଖ ଦୀର୍ଘ ୭ ଦିନ ଧରି ଭାଗବତ ସପ୍ତାହ ହୋଇଯାଇଛି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ଯ ଭାବବତ ସପ୍ତାହ ବସିବା ସହ…

ବିଦାୟ ବାଗଦେବୀ।

ଯାଜପୁର ତା-୧୭-୦୨-୨୦୨୧ ଧରାପୃଷ୍ଠରୁ ବିଦାୟ ନେଲେ ମାଆ ବାଗଦେବୀ।ପୁଣି ଆଉ ଏକ ବର୍ଷକୁ ଅପେକ୍ଷା।ମେଲାଣି ଦଉଥାନ୍ତି ଯୁବଗୋଷ୍ଠୀ, ଛାତ୍ରଛାତ୍ରୀ। କରୋନା କଟକଣାକୁ ନଜର ରଖି ଶିକ୍ଷାନୁଷ୍ଠାନ ଗୁଡିକରେ ସମ୍ପୂର୍ଣ୍ଣ ଭାବରେ ପୂଜାକୁ ବନ୍ଦ କରାଯାଇଥିବା ବେଳେ, ସାଉଡିଆ ପଞ୍ଚାୟତ…

ରାଜ୍ୟ ସ୍ତରୀୟ କରୋନା ଯୋଦ୍ଧା ସମ୍ମାନ।

ଭୁବନେଶ୍ବର ତା.୧୬.୦୨.୨୦୨୧ ଟ୍ରାଫିକ ଅଡିଟୋରିୟମ ଠାରେ, ହେଲ୍ପମେଟ ଓ ଭୁବନେଶ୍ୱର ତରଫରୁ ରାଜ୍ୟ ସ୍ତରୀୟ କାରୋନା ଯୋଦ୍ଧା ସମ୍ମାନ ୨୦୨୧ ଓ ଶ୍ରୀସେବା ସମ୍ମାନ ପ୍ରଦାନ କରାଯାଇଛି। କଟକ ଆଡିସନାଲ ଡସିପି ଡ.କିଶୋର କୁମାର ପାଣିଗ୍ରାହୀ, ଏସିପି ଦେବଜ୍ୟୋତି ଦାସ…

ଅମର ଭାଙ୍ଗିବେ ଅମରଙ୍କ ଗଡ।ରାଜନୀତିରେ ସ୍ଲିପର ସେଲ “ଯୁବପୀଢି”!

ଅମର ଭାଙ୍ଗିବେ ଅମରଙ୍କ ଗଡ! ଯାଜପୁର ତା-୧୩-୦୧-୨୦୨୧ ରାଜ୍ୟ ରାଜନୀତି ଦିନକୁ ଦିନ କଳୁଷିତ ହେଉଥିବା ବେଳେ, ସରକାରୀ ଦଳର କଳ, ଦଳ, ବଳ, ଦିନକୁ ଦିନ ସ୍ଥିତି ମଜବୁତ୍ କରୁଛି। ନିକଟ ଅତୀତରେ ସରକାରୀ ଦଳର ପ୍ରତିଷ୍ଠା ଦିବସ ଯାଇଥିବା ବେଳେ। ସଂଗଠନ ମଜବୁତ ପାଇଁ ବିଭିନ୍ନ…