ଭୁବନେଶ୍ୱର

ତା-୨୧-୦୨- ୨୦୨୧
ରାଜ୍ୟର ପ୍ରତ୍ୟେକ ଜିଲ୍ଲା ମୁନିସିପାଲିଟି ଅଞ୍ଚଳ ପାଇଁ କରୋନା ନିୟମାବଳୀ ଆସିଯାଇଛି।ଏସଆରିସି କମିଶନର ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଜାରି କରିଛନ୍ତି ନିର୍ଦ୍ଦେଶନାମା।

୦୧•କରୋନା ନିୟମ କଡାକଡି ଭାବେ ପାଳନ ପାଇଁ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ଏସପିଙ୍କୁ ଚିଠି ।
୦୨•ମାସ୍କ ବ୍ୟବହାର, ସାମାଜିକ ଦୂରତା , ସାନିଟାଇଜ ଉପରେ ଗୁରୁତ୍ୱ।
୦୩•ସର୍ବସାଧାରଣ ସ୍ଥାନ, ଅନୁଷ୍ଠାନ, କାର୍ଯ୍ୟାଳୟରେ କୋଭିଡ୍ ନିୟମ କଡାକଡି ହେବ ।
୦୪•ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ସ୍ଥିତି ଉପରେ ନଜର ରଖିବେ।
୦୫•ବଜାର, ହାଟରେ ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରାଯିବ।
୦୬•ନିୟମ ପାଳନ ଉପରେ ସବୁ କାର୍ଯ୍ୟାଳୟ, ଅନୁଷ୍ଠାନ କର୍ତ୍ତୃପକ୍ଷ ଦୃଷ୍ଟି ଦେବେ ।
୦୭•ବିବାହ, କ୍ରୀଡା, ସାଂସ୍କୃତିକ ଉତ୍ସବ ଅନୁମତି ଥିଲେ ବି କୋଭିଡ୍ ନିୟମ ମାନିବେ।
୦୮•ଅଙ୍ଗନୱାଡି ଓ ସମସ୍ତ ଶିକ୍ଷାନୁଷ୍ଠାନରେ ବିଶୋଧନ ଉପରେ ଗୁରୁତ୍ବ ।
୦୯•ସ୍କୁଲରେ ଥର୍ମାଲ ସ୍କାନିଂ, ହ୍ୟାଣ୍ଡୱାସ, ସାନିଟାଇଜ ଉପରେ ଗୁରୁତ୍ବ ଦିଆଯିବ।
ଅଧିକ ଖବର ଜାଣିବା ପାଇଁ ଆମର ଏହି ପେଜ୍ କୁ Like, Follow,Comment,Share କରନ୍ତୁ। Also Follow us…..
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
