ଭୁବନେଶ୍ୱର

ତା-୦୪-୦୩-୨୦୨୧
ପଞ୍ଚାୟତ ଓ ଗ୍ରାମରେ କାମକରୁଥିବା ଏମ୍.ବି.କେ. ,ସି, ଆର.ପି, କୃଷିମିତ୍ର, ପ୍ରାଣିମିତ୍ର, ବ୍ୟାଙ୍କ ମିତ୍ର ଓ ଜୀବିକା ସହଯୋଗୀ ସଂଗଠନ ମାନଙ୍କର, ରାଜ୍ୟସ୍ତରୀୟ କର୍ମକର୍ତ୍ତା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ପ୍ରମୁଖ ଦିଆ ମିଶନ ଶକ୍ତି ଅଧିନରେ କର୍ମରତ ଏହି ସଂଗଠନର ମୌଳିକ ସମସ୍ୟା ସମ୍ପର୍କରେ ଆଲୋଚନା କାହାର ଦିହିତ ପଦକ୍ଷେପ ଗ୍ରହଣ କରାଯିବ ।
ଏହି ସମ୍ମିଳନୀକୁ ମାନ୍ୟବର ପୂର୍ବତନ ମନ୍ତ୍ରୀତଥା ଯାଜପୁର ଦିମକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି। ଏଥିରେ ମୁଖ୍ୟ ଅତିଥ ରୂପେ ମାନ୍ଯବର ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଓ ମୁଖ୍ୟବକ୍ତା ଭାବେ ସାଂସଦ ତଥା ବିଜୁ ଶ୍ରମିକ ସାମୁଖ୍ୟର ମହାସଚିବ ଶ୍ରୀଯୁକ୍ତ ସୁବାସ ସିଂହ ପରିଚାଳନା କରିଥିଲେ।ଖଣ୍ଡପଡ଼ା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବି ଉପସ୍ଥିତ ଥିଲେ।
ଏହି କର୍ମଚାରୀମାନଙ୍କୁ ମିଶନ ଶକ୍ତି ଅଧୀନକୁ ଅଣାଯାୟୀ ସ୍ଥାୟୀ ନିଯୁକ୍ତି ପାଇଁ ଦାବି ଉଠାଇଛନ୍ତି ନିରୂପମା ନାୟକ, ସଭାନେତ୍ରୀ।
ଅଧିକ ଖବର ଜାଣିବା ପାଇଁ ଆମର ଏହି ପେଜ୍ କୁ Like, Follow,Share,Commemt କରନ୍ତୁ। Also Follow Us
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
