Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
Browsing Category
ଅପରାଧ
ନକଲି ବିଦେଶୀ ମଦରେ ଅବକାରୀ ବିଭାଗର ଚଢାଉ।
ଅଷ୍ଚିନ ନ୍ଯୁଜ/ମୟୂରଭଞ୍ଜ
ତା-୧-୦୭-୨୦୨୧
ରିପୋର୍ଟ-ଜଗବନ୍ଧୁ ପ୍ରଧାନ
ଆଜି ମୟୂରଭଞ୍ଜ ଅବକାରୀ ବିଭାଗ ତରଫରୁ ଏକ ହାତତିଆରି ବିଦେଶୀ ମଦ ଜବତ କରାଯାଇଛି । ମୟୂରଭଞ୍ଜ ଅବକାରୀ ବିଭାଗ , ଉଦଳା ଅବକାରୀ , ବାରିପଦା ଅବକାରୀ ଓ ବେତନଟୀ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଏକ!-->!-->!-->!-->!-->!-->!-->…
କେନ୍ଦ୍ରାପଡ଼ା ଗୋପ ଛକରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୬-୦୬-୨୦୨୧
କେନ୍ଦ୍ରାପଡ଼ା ଜିଲ୍ଲା ସଦର କେନ୍ଦ୍ରାପଡ଼ା ସହର ଉପକଣ୍ଠ ଗୋପ ଛକ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳ ହେବାପରେ ଦୁର୍ବୃତ୍ତ ଙ୍କ ମରଣାନ୍ତକ ଆକ୍ରମଣରେ ସାନ ମଙ୍ଗଳା ର ରଞ୍ଜିତ ପତ୍ରୀ ନାମକ ଜନୈକ ଯୁବକ ଗୁରୁତର ଆହତ!-->!-->!-->!-->!-->…
କାର୍ଯ୍ଯରତ ସାମ୍ବାଦିକଙ୍କୁ ହତ୍ଯା ଧମକ।
ସବୁଠାରୁ ବଡ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ରାଜ୍ଯ ସରକାର ମୁଖ୍ଯତଃ ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ଧ୍ଯାନ ଦେଉ ନ ଥିବା ବେଳେ, ଏମ୍ପାଲମେଣ୍ଟ ହୋଇ ନ ଥିବା ଚ୍ଯାନେଲ ଗୁଡିକ ପ୍ରତି କୌଣସି ସୁବିଧା ସୁଯୋଗ ନାହିଁ, ଏଭଳି ପରିସ୍ଥିତିରେ ରାଜ୍ଯ ସରକାରଙ୍କ ପୋଲିସ ବିଭାଗ ଏଭଳି ଅସାମାଜିକ!-->…
ସେକ୍ସ ରାକେଟରେ ପୋଲିସ ଚଢାଉ;କିଙ୍ଗପିନ ଅଟକ!
କଟକ/ଅଷ୍ଟିନ ନ୍ୟୁଜ୍
ତା-୧୨-୦୬-୨୦୨୧
ଚାଲିଥିଲା ବେଧଡକ ଦେହ ବେପାର।ତାହା ପୁଣି ବିଳାସପୂର୍ଣ୍ଣ ହୋଟେଲରେ। ଜିନିଷ ନେଇ ମୁଲଚାଲ ହେଉଥିଲା। ଏଭଳି କାରବାର କଟକରେ ଠାବ ହୋଇଛି।କଟକର ପିଲଗ୍ରିମ ରୋଡର ଏକ ହୋଟେଲରେ ସେକ୍ସ ରାକେଟ ଚାଲିଥିବାର ସୂଚନା ମିଳିଛି।
କମିଶନରେଟ!-->!-->!-->!-->!-->!-->!-->…
ଗୋଡାଇ ଗୋଡାଇ ନାବାଳକଙ୍କୁ ହାଣିଲେ ତିନି ନିଶାସକ୍ତ ଯୁବକ।
ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ
ତା-୧୧- ୦୬-୨୦୨୧
ଜଗବନ୍ଧୁ ପ୍ରଧାନ
ମୟୂରଭଞ୍ଜ ଜିଲ୍ଲାରେ ନିଶାସେବନ ବଢିବା ସହ ଅପରାଧ ମଧ୍ୟ ବଢି ଚାଲିଛି।ବର୍ତମାନ ସମୟରେ ଗାଁ ଗଣ୍ଡାରେ ହଣା,କଟା,ମାରପିଟ, ଚୋରି ରାହାଜନି ବଢିବାରେ ଲାଗିଛି।କିଛି ଦିନ ପୂର୍ବରୁ କପ୍ତିପଦାରେ ବିଜେପି!-->!-->!-->!-->!-->!-->!-->…
କୋଟି କୋଟି ଟଙ୍କାର ବ୍ରାଉନ ସୁଗାର ଚାଲାଣ;ତିନି ଗିରଫ।!
ଅଷ୍ଟିନ ନ୍ୟୁଜ୍/କଟକ
ତା-୦୭-୦୬-୨୦୨୧
କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ସାରା ରାଜ୍ୟରେ ତାଲାବନ୍ଦ ଲାଗୁ କରାଯାଇଛି।ଏହି କଟକଣା ଭିତରେ ଚାଲୁଥିଲା ବ୍ରାଉନସୁଗାର ବେପାର । ଗତ କିଛି ବର୍ଷ ଧରି ପୋଲିସ୍ ବିଭିନ୍ନ ସ୍ଥାନରେ ଚଢଉ କରି ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ!-->!-->!-->!-->!-->…
ଏକ ବର୍ଷ ପରେ ଫିଟୁଛି ଗୁମର “ନିଆଳିରୁ ନିଳାପଦା ଭାୟା କୋଲକାତା “
"ନିଆଳିରୁ ନିଳାପଦା ଭାୟା କୋଲକାତା " ଘଟଣାର ଫିଟୁଛି ଗୁମର।
ଯାଜପୁର/ଅଷ୍ଟିନ୍ ନ୍ଯୁଜ
ତା-୦୭-୦୬-୨୦୨୧
ଦୀର୍ଘ ଏକ ବର୍ଷ ପରେ ବଦଳୁଛି ଘଟଣାର ରୂପରେଖ। ବହୁଚର୍ଚ୍ଚିତ ନିଳାପଦା ଅଙ୍ଗନବାଡି କର୍ମୀ ଆତ୍ମହତ୍ଯା ଘଟଣାରେ ବଦଳୁଛି ମୋଡ। ସୂଚନା ଅନୁଯାୟୀ ବରୀ ବ୍ଲକ ମହାକାଳପଡ଼ା!-->!-->!-->!-->!-->!-->!-->…
ଯୁବ ବିଜେପି ପ୍ରଭାରୀଙ୍କୁ ହତ୍ଯା!
ଅଷ୍ଟିନ ନ୍ୟୁଜ/ମୟୁରଭଞ୍ଜ
ତା-୦୬-୦୬-୨୦୨୧
ଜଗବନ୍ଧୁ ପ୍ରଧାନ
ବାଲେଶ୍ଵର ଜିଲ୍ଲା ବିଜେପି ଦଳର ଯୁବ ପ୍ରଭାରୀ ରଣଜିତ ପ୍ରଧାନଙ୍କୁ ହତ୍ଯା।ଗତକାଲି ରାତିରେ କପ୍ତିପଦା ନୂଆସାହିର ବାଘମରା,ଛକରେ ୪ଜଣ ନିଶାଶକ୍ତ ଯୁବକ ପିଟିପିଟି ମାରି ଦେଇଛନ୍ତି।
ଘଟଣାରୁ!-->!-->!-->!-->!-->!-->!-->!-->!-->!-->!-->!-->!-->…
ବିଦ୍ୟାଳୟରୁ ଦୁଇ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି।
ଅଷ୍ଟିନ ନ୍ୟୁଜ୍/ମୟୁରଭଞ୍ଜ
ତା-୦୫-୦୬-୨୦୨୧
ଉଦଳା-ଜଗବନ୍ଧୁ ପ୍ରଧାନ
ମୟୂରଭଞ୍ଜ ଜିଲ୍ଲା ପାଟଶାଣୀପୁର ହାଇସ୍କୁଲରୁ ଦୁଇ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି।ଉଦଳା ବ୍ଲକର ପାଟଶାଣୀପୁର ପଞ୍ଚାୟତ ହାଇସ୍କୁଲରୁ ଗତକାଲି ରାତିରେ ଚୋରି ହୋଇଛି।ସେହି ସ୍କୁଲରେ ରାତ୍ରି ଜଗୁଆଳି ସୁରେନ୍ଦ୍ର!-->!-->!-->!-->!-->!-->!-->…
