News portal website
before header
[URIS id=5393]

ସେକ୍ସ ରାକେଟରେ ପୋଲିସ ଚଢାଉ;କିଙ୍ଗପିନ ଅଟକ!

0 432

କଟକ/ଅଷ୍ଟିନ ନ୍ୟୁଜ୍

Notice

ତା-୧୨-୦୬-୨୦୨୧

ଚାଲିଥିଲା ବେଧଡକ ଦେହ ବେପାର।ତାହା ପୁଣି ବିଳାସପୂର୍ଣ୍ଣ ହୋଟେଲରେ। ଜିନିଷ ନେଇ ମୁଲଚାଲ ହେଉଥିଲା। ଏଭଳି କାରବାର କଟକରେ ଠାବ ହୋଇଛି।କଟକର ପିଲଗ୍ରିମ ରୋଡର ଏକ ହୋଟେଲରେ ସେକ୍ସ ରାକେଟ ଚାଲିଥିବାର ସୂଚନା ମିଳିଛି।

କମିଶନରେଟ ପୋଲିସ ହୋଟେଲରେ ଉପରେ ଚଢାଉ କରିଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖିଛି।ହୋଟେଲରେ ସେକ୍ସ ରାକେଟ ଚଢାଉ ବେଳେ ଜଣେ ଯୁବତୀ ଉଦ୍ଧାର ହୋଇଥିବା ବେଳେ ମହିଳା କିଙ୍ଗପିନ୍ ସହ ୨ ହୋଟେଲ କର୍ମଚାରୀଙ୍କୁ ଅଟକ ରଖିଛି ପୁଲିସ। ଘଟଣାକୁ ନେଇ ପୋଲିସ ଛାନଭିନ ଜାରି ରଖିଛି।

Leave A Reply

Your email address will not be published.