News portal website
before header
Browsing Category

ଅପରାଧ

ରାଞ୍ଚିରେ SIଙ୍କୁ ଗାଡ଼ି ମଡାଇ ହତ୍ୟା

ହରିୟାଣା ମର୍ଡର ଘଟଣାର ପୁନରାବୃତ୍ତି ଘଟିଛି। ରାଞ୍ଚିରେ SIଙ୍କୁ ଗାଡ଼ି ମଡାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମହିଳା ସବ୍ ଇନ୍ସପେର ସନ୍ଧ୍ୟା ଟୋପ୍ନୋଙ୍କୁ ଗାଡ଼ି ମଡାଇ ହତ୍ୟା କରାଯାଇଛି। ରାଞ୍ଚତ୍ର ତୁପୁଦନା ଅଞ୍ଚଳରେ ଯାଞ୍ଚ ବେଳେ ଗାଡ଼ି ମଡାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଡିଏସ୍‌ପିଙ୍କୁ ଡମ୍ପର ଚଢ଼ାଇ ହତ୍ୟା କଲେ ଖଣି ମାଫିଆ

ଡିଏସ୍‌ପିଙ୍କୁ ଡମ୍ପର ଚଢ଼ାଇ ମାରି ଦେଲେ ଖଣି ମାଫିଆ। ଏ ଭଳି ଏକ ଅଭାବନୀୟ ଘଟଣା ଘଟିଛି ହରିୟାଣାର ନୂହଁରେ । ନୂହଁରେ ପଥର ମାଫିଆଙ୍କୁ ଧରିବାକୁ ଯାଇ ପ୍ରାଣ ହରାଇଲେ ଡିଏସ୍‌ପି ସୁରେନ୍ଦ୍ର ସିଂ ବିଷ୍ଣୋୟୀ। ଯୋଜନାବଦ୍ଧ ଭାବେ ତାଙ୍କ ଉପରେ ଡମ୍ପର ଚଢ଼ାଇ ଦେଇ ପଥର ମାଫିଆ ହତ୍ୟା କରିଥିବା

ନାବାଳିକାକୁ ଦୁଷ୍କର୍ମ, ୫ ଅଟକ

କାଳିଆପାଣି ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ, ୫ ଅଟକ । ତେବେ ଦୁର୍ବୁତ୍ତ କବଳରୁ ବର୍ତ୍ତିବାକୁ ଛାତରୁ ଡେଇଁ ପଡ଼ିଲେ ଜଣେ ନାବାଳିକା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ଘଟଣା ହେଉଛି ଯାଜପୁର ଜିଲ୍ଲାର। ସୂଚନା ମୁତାବକ , ରବିବାର ଆନନ୍ଦପୁର ଅଞ୍ଚଳର ଜଣେ

କୋଡ଼ିଏ ଜଣଙ୍କୁ ଆଜୀବନ ଜେଲ୍

ଗୋଟିଏ ହତ୍ୟା ମାମଲାରେ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ପୁରୀ ଜିଲ୍ଲା ପ୍ରଥମ ଶ୍ରେଣୀ ଏଡିଜେ। ଏହି ଦଣ୍ଡାଦେଶ ଶୁଣାଇଛନ୍ତି ପୁରୀ ଜିଲ୍ଲା ପ୍ରଥମ ଶ୍ରେଣୀ ଏଡିଜେ। ତେବେ ଏଠାରେ ସୂଚନାଯୋଗ୍ୟ ଯେ ସରକାରୀ ଜମିର ଚାକୁଣ୍ଡା ଗଛକୁ କେନ୍ଦ୍ର କରି ୨୦୧୨ରେ କଣାସ ଥାନା ଗଳାଜିପିପୁରରେ

ସାଇବର ଲୁଟ୍‌ର ଶିକାର ହେଲେ ସରକାରୀ ଶିକ୍ଷକ

ସାଇବର ଲୁଟ୍‌ର ଶିକାର ହେଲେ ସରକାରୀ ଶିକ୍ଷକ। କ୍ରେଡିଟ୍ କାର୍ଡରୁ ସାଇବର ଠକ ନେଇଗଲେ ୭୩ ହଜାର ଟଙ୍କା। କ୍ରେଡିଟ୍ କାର୍ଡର ବାର୍ଷିକ ଫି’ ଛାଡ଼ ପାଇଁ ସାଇବର ଠକ ଫୋନ୍ କରିଥିଲେ। ସମସ୍ତ ତଥ୍ୟ ଏବଂ ଓଟିପି ନେବା ପରେ ଟଙ୍କା ନେଇଗଲେ ଦୁର୍ବୁତ୍ତ। ଖୋର୍ଦ୍ଧା ବାଣପୁରର ଏହି ଶିକ୍ଷକ ସାଇବର

ଚାଇନା ସାଇବର ଲୁଟେରାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର

EOWର ଅନୁରୋଧ କ୍ରମେ ୩ ଚାଇନା ସାଇବର ଲୁଟେରାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି । ବ୍ୟୁରୋ ଅଫ୍ ଇମିଗ୍ରେସନ ପକ୍ଷରୁ ଏହି ସର୍କୁଲାର ଜାରି କରାଯାଇଛି। ବେଆଇନ ଡିଜିଟାଲ ଲୋନ୍ ଆପ୍ ମାଧ୍ୟମରେ ଲୋକଙ୍କୁ ଠକିଥିବା ଅଭିଯୋଗରେ ଏହି ସର୍କୁଲାର ଜାରି କରାଯାଇଛି। ତେବେ ଏଠାରେ ସୂଚନାଯୋଗ୍ୟ ଯେ

ସ୍ବିଗି ଡେଲିଭରି ବ୍ଏର ସନ୍ଦେହଜନକ ମୃତ୍ୟୁ

ସ୍ୱିଗି ଡେଲିଭରି ବୟର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ଲ’ ୟୁନିଭର୍ସିଟି କଲେଜ ସମ୍ମୁଖରୁ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ ମୃତକ ଜଣକ ହେଉଛନ୍ତି ସିଡିଏ ଅଞ୍ଚଳ। ଫେଜ୍-୨ ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି। 

ପାହାଡ଼ରୁ ଉଦ୍ଧାର ହେଲା ଅଜଣା ଯୁବକଙ୍କ ମୃତଦେହ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମ ପଞ୍ଚାୟତ ଝରଣ ଗାଁ ପାହାଡ଼ରୁ ଉଦ୍ଧାର ହେଲା ଜଣେ ଅଜଣା ଯୁବକଙ୍କ ମୃତଦେହ । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଯୁବକଙ୍କ ମୁଣ୍ଡକୁ ପଥର ଛେଚି ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଛି। ତେବେ ମିଳିଥିବା ସୂଚନା ମୁତାବକ ଗତକାଲି

ସୁନ୍ଦରଗଡ଼ ଥାନା ଅଧିକାରୀ ସ୍ନିଗ୍ଧାରାଣୀ ସୁନା ସସପେଣ୍ଡ

ନିଲମ୍ବିତ ହେଲେ ବିବାଦୀୟ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା। ସୁନାଙ୍କ ନିଲମ୍ବନ ନେଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏଠାରେ ସୂଚନାଯୋଗ୍ୟ ଯେ ମହିଳା ଥାନା ଅଧିକାରୀ ଜଣକ ଏକ ଗାଡ଼ି ଧକ୍କାରେ ୩ ଜଣଙ୍କ ମୃତ୍ୟୁକୁ ନେଇ ବିବାଦରେ ଥିଲେ ସୁନା । ବର୍ତ୍ତମାନ ଏହି ଘଟଣାରେ

ମାତିଛନ୍ତି ସାଇବର ଠକ ଏସି ମରାମତି ନାଁରେ ୯୨ ହଜାର ଚୂନ

ଓଡ଼ିଶାରେ ମାତିଛନ୍ତି ସାଇବର ଠକ। ଏସି ମରାମତି ନାଁରେ ୯୨ ହଜାର ଚୂନ ଲଗାଇଲେ ସାଇବର ଠକ। ଜଣେ ସରକାରୀ କର୍ମଚାରୀଙ୍କୁ ଠକେଇ ନେଇ ସାଇବର ଥାନାରେ ଅଭିଯୋଗ ହୋଇଛି।  ଅନ୍‌ଲାଇନରେ ଏସି ମରାମତି ସାଇଟ୍ ଖୋଜି ଠକେଇର ଶିକାର ହୋଇଛନ୍ତି କର୍ମଚାରୀ। ଲିଙ୍କ୍ ପଠାଇ ରେଜିଷ୍ଟ୍ରେସନ କରିବାକୁ କହି