News portal website
before header
[URIS id=5393]

ରାଞ୍ଚିରେ SIଙ୍କୁ ଗାଡ଼ି ମଡାଇ ହତ୍ୟା

0 187

ହରିୟାଣା ମର୍ଡର ଘଟଣାର ପୁନରାବୃତ୍ତି ଘଟିଛି। ରାଞ୍ଚିରେ SIଙ୍କୁ ଗାଡ଼ି ମଡାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମହିଳା ସବ୍ ଇନ୍ସପେର ସନ୍ଧ୍ୟା ଟୋପ୍ନୋଙ୍କୁ ଗାଡ଼ି ମଡାଇ ହତ୍ୟା କରାଯାଇଛି। ରାଞ୍ଚତ୍ର ତୁପୁଦନା ଅଞ୍ଚଳରେ ଯାଞ୍ଚ ବେଳେ ଗାଡ଼ି ମଡାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଉକ୍ତ ଗାଡ଼ି ଜବତ ସହ ଅଭିଯୁକ୍ତ ଅଟକ ଥିବା ରାଞ୍ଚି SSP ସୂଚନା ଦେଇଛନ୍ତି  । 

Notice
Leave A Reply

Your email address will not be published.