ଗୋଟିଏ ହତ୍ୟା ମାମଲାରେ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ପୁରୀ ଜିଲ୍ଲା ପ୍ରଥମ ଶ୍ରେଣୀ ଏଡିଜେ। ଏହି ଦଣ୍ଡାଦେଶ ଶୁଣାଇଛନ୍ତି ପୁରୀ ଜିଲ୍ଲା ପ୍ରଥମ ଶ୍ରେଣୀ ଏଡିଜେ। ତେବେ ଏଠାରେ ସୂଚନାଯୋଗ୍ୟ ଯେ ସରକାରୀ ଜମିର ଚାକୁଣ୍ଡା ଗଛକୁ କେନ୍ଦ୍ର କରି ୨୦୧୨ରେ କଣାସ ଥାନା ଗଳାଜିପିପୁରରେ ଘଟିଥିଲା ଏହି ହତ୍ୟାକାଣ୍ଡ । ମାନସ ବଳିୟାରସିଂହଙ୍କୁ ହତ୍ୟା କରାଯାଇଥିଲା।

