News portal website
before header
[URIS id=5393]

ସାଇବର ଲୁଟ୍‌ର ଶିକାର ହେଲେ ସରକାରୀ ଶିକ୍ଷକ

0 164

ସାଇବର ଲୁଟ୍‌ର ଶିକାର ହେଲେ ସରକାରୀ ଶିକ୍ଷକ। କ୍ରେଡିଟ୍ କାର୍ଡରୁ ସାଇବର ଠକ ନେଇଗଲେ ୭୩ ହଜାର ଟଙ୍କା। କ୍ରେଡିଟ୍ କାର୍ଡର ବାର୍ଷିକ ଫି’ ଛାଡ଼ ପାଇଁ ସାଇବର ଠକ ଫୋନ୍ କରିଥିଲେ। ସମସ୍ତ ତଥ୍ୟ ଏବଂ ଓଟିପି ନେବା ପରେ ଟଙ୍କା ନେଇଗଲେ ଦୁର୍ବୁତ୍ତ। ଖୋର୍ଦ୍ଧା ବାଣପୁରର ଏହି ଶିକ୍ଷକ ସାଇବର ଥାନାରେ ଅଭିଯୋଗ କରିଛନ୍ତି।

Notice
Leave A Reply

Your email address will not be published.