Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
Browsing Category
ଅପରାଧ
ପରୀ ହତ୍ୟା ମାମଲା: ବାବୁଲି ନାଏକକୁ ଜେରା କଲା SIT
ଭୁବନେଶ୍ବର:
ତା-୫-୧୨-୨୦୨୦
ନୟାଗଡ଼ର ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସହଯୋଗୀ ବୋଲି କୁହାଯାଉଥିବା ବାବୁଲି ନାୟକକୁ SIT ମାରାଥନ ଜେରା କରିଛି। ଗତକାଲି SIT ଟିମ୍ ଅଭିଯୁକ୍ତ ବାବୁଲି ନାୟକର ଘର ଯାଞ୍ଚ କରି ଜେରା କରିଥିଲା । ଏପଟେ ଆଜି ପୁଣି ଥରେ ବାବୁଲି ଓ!-->!-->!-->!-->!-->…
IIFL ଲୁଟର ମୁଖ୍ୟ ଅଭିଯୁକ୍ତ ଗିରଫ
ଭୁବନେଶ୍ବର:
ତା-୨୫-୧୧-୨୦୨୦
କଟକ IIFL ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟକୁ ଗିରଫକରିଛି ପୋଲିସ। ଲାଲା ଅମ୍ରିତ ରାୟ ସମେତ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଲାଲା ନିକଟରୁ ଅଡି କାର ଓ ବୁଲେଟ ଜବତ ହୋଇଛି। ଜବତ ଗାଡ଼ି ଅନ୍ୟ ନାଁରେ କିଣି ନିଜେ ରଖିଥିଲା ଲାଲା। ଏ!-->!-->!-->!-->!-->…
ନାବାଳିକା ଗର୍ଭବତୀ ଘଟଣା, ଅଭିଯୁକ୍ତ ବୃଦ୍ଧ ଗିରଫ।
ଯାଜପୁର
ତା-୨୩-୧୧-୨୦୨୦
ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ବହୁଚର୍ଚ୍ଚିତ ନାବାଳିକା ଗର୍ଭବତୀ ଘଟଣାରେ, ଅଭିଯୁକ୍ତ ବୃଦ୍ଧ ପ୍ରଫୁଲ୍ଲ ମହାପାତ୍ରଙ୍କୁ ଗିରଫ କରାଯାଇଛି।ପରେ ପୋକସୋ କୋର୍ଟରେ ହାଜର କରିଛି ପୋଲିସ। ସୂଚନା ମୁତାବକ ନାବାଳିକା ଜଣକ!-->!-->!-->!-->!-->!-->!-->…
ଓ୍ବେବପୋର୍ଟାଲ “ସାମ୍ବାଦିକ” ଗିରଫ;ତଦନ୍ତ ଜାରି।
ଭୁବନେଶ୍ବର
ତା-୨୬-୧୦-୨୦୨୦
ବିଭିନ୍ନ ସମୟରେ ସାମ୍ୱାଦିକ ମାନଙ୍କୁ ନେଇ ଲାଗି ରହେ ସମସ୍ୟା।ନକଲି ଅସଲି,ବେଳେ ବେଳେ ସାଧାରଣ ଜନତାଙ୍କୁ ସମସ୍ଯାରେ ପକାନ୍ତି ଏ ସାମ୍ବାଦିକ ମାନେ। ତେବେ ଏଭଳି ପରିସ୍ଥିତିରେ କମିସନରେଟ ପୋଲିସ ଚଢାଉକରି ପ୍ରଥମ ପର୍ଯ୍ୟାୟରେ ୬!-->!-->!-->!-->!-->!-->!-->…
ଗ୍ୟାଙ୍ଗଷ୍ଟାର “ଟିଟୋ”ନେଟ୍ଓ୍ୱାର୍କର କାଲା ବାବୁ ଗିରଫ!
କଟକ
ତା-୨୪-୧୦-୨୦୨୦
ଦୁର୍ଦ୍ଦାନ୍ତ ଗ୍ଯାଙ୍ଗଷ୍ଟାର "ଟିଟୋ" ଔରଫ ସୟଦ ଉସମାନ ଅଲ୍ଲୀ, ପୋଲିସ ଏନକାଉଣ୍ଟରରେ ଗିରଫ ହୋଇ ଜେଲରେ ଥିବା ବେଳେ। ତା ନେଟୱାର୍କର ଚେର ରାଜ୍ଯ ତଥା ରାଜ୍ଯ ବାହାରକୁ ଲମ୍ବିଛି ।
ସେ ଜେଲରେ ଥିଲେ ମଧ୍ୟ ତା ନାମରେ ଆଜି ବି ଅନେକ!-->!-->!-->!-->!-->!-->!-->!-->!-->…
“ପ୍ରଶାନ୍ତ” ହତ୍ଯାକାରୀ;ପରିବାର ସଦସ୍ଯ, ବନମାଳୀପୁର ହତ୍ଯାକାଣ୍ଡ!
https://youtu.be/fVcrfRsFlkg
କଟକ ନାବାଳିକା ଗଣଦୁଷ୍କର୍ମ;ସମସ୍ତ ଅଭିଯୁକ୍ତ ଗିରଫ:କମିସନର
କଟକ
ତା-୧୫-୧୦-୨୦୨୦
ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ଜଣେ ନାବାଳିକାଙ୍କୁ କଟକରେ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଅନ୍ୟ ଜଣେ ଫେରାର ଅଭିଯୁକ୍ତକୁ କମିଶନରେଟ ପୋଲିସ୍ ଗିରଫ କରିଛି। ପୂର୍ବରୁ ଜଣଙ୍କୁ ଗିରଫ କରି ପୋଲିସ୍ ପଚରାଉଚରା ଚଳାଇଥିବା ବେଳେ ଏହି ଘଟଣାରେ ଆଉ ଜଣେ!-->!-->!-->!-->!-->…
