News portal website
before header
[URIS id=5393]

ଗ୍ୟାଙ୍ଗଷ୍ଟାର “ଟିଟୋ”ନେଟ୍ଓ୍ୱାର୍କର କାଲା ବାବୁ ଗିରଫ!

0 412

କଟକ

ତା-୨୪-୧୦-୨୦୨୦

ଦୁର୍ଦ୍ଦାନ୍ତ ଗ୍ଯାଙ୍ଗଷ୍ଟାର “ଟିଟୋ” ଔରଫ ସୟଦ ଉସମାନ ଅଲ୍ଲୀ, ପୋଲିସ ଏନକାଉଣ୍ଟରରେ ଗିରଫ ହୋଇ ଜେଲରେ ଥିବା ବେଳେ। ତା ନେଟୱାର୍କର ଚେର ରାଜ୍ଯ ତଥା ରାଜ୍ଯ ବାହାରକୁ ଲମ୍ବିଛି ।

ସେ ଜେଲରେ ଥିଲେ ମଧ୍ୟ ତା ନାମରେ ଆଜି ବି ଅନେକ ଦାଦାବଟି, ଲଘୁଖଣିଜ ସମ୍ପଦ, ବାଲି ଚାଲାଣ, ଜମି କିଣାବିକା, ଟେଣ୍ଡର ଫିକ୍ସିଂ ଚାଲିଛି। ସବୁଠାରୁ ବଡକଥା ଗତକାଲି କଟକ ଡିସିପିଙ୍କ ସ୍ପେଷାଲ ସ୍କ୍ବାଡ ଓ ଲାଲ ବାଗ ପୋଲିସର ମିଳିତ ଚଢଉରେ କଟକରୁ କାଲା ବାବୁକୁ ଗିରଫ କରିଛି।

ଏନେଇ କଟକ ଡିସିପି ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି। ତେବେ କାଲା ନାମରେ ବିଭିନ୍ନ ଥାନାରେ ୨୦ ରୁ ଉର୍ଦ୍ଧ୍ବ ଅପରାଧିକି ମାମଲା ଥିବାବେଳେ, ବେଆଇନ ବନ୍ଧୁକ ପାଖରେ ରହିବା, ଜମି କିଣାବିକା କରିବା, ଦାଦା ବଟି ଆଦାୟ କରିବା ଭଳି ସଙ୍ଗୀନ କେସ ରହିଛି। ଗତକାଲି ପାଟ୍ରୋଲିଂ ସମୟରେ କାଲାକୁ ଗିରଫ କରାଯାଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଏହି ପେଜ୍ କୁ Like, Follow,Share,Commentକରନ୍ତୁ।

Also Follow Us On

https:/austinnews.in

#AustinNewsFacebook

#AustinNewsYoutube

#AustinNewsTwitter

Leave A Reply

Your email address will not be published.