News portal website
before header
[URIS id=5393]

IIFL ଲୁଟର ମୁଖ୍ୟ ଅଭିଯୁକ୍ତ ଗିରଫ

0 185

ଭୁବନେଶ୍ବର:

ତା-୨୫-୧୧-୨୦୨୦

 କଟକ IIFL ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟକୁ ଗିରଫକରିଛି ପୋଲିସ। ଲାଲା ଅମ୍ରିତ ରାୟ ସମେତ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଲାଲା ନିକଟରୁ ଅଡି କାର ଓ ବୁଲେଟ ଜବତ ହୋଇଛି।  ଜବତ ଗାଡ଼ି ଅନ୍ୟ ନାଁରେ କିଣି ନିଜେ ରଖିଥିଲା ଲାଲା। ଏ ନେଇ  DCP ପ୍ରତୀକ ସିଂହଙ୍କ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଲୁଟ୍‌ରେ ଲାଲାକୁ ଜଣେ ମହିଳା ସହଯୋଗ କରିଥିଲେ। ସେହି ସଂସ୍ଥାର ମହିଳା କର୍ମଚାରୀଙ୍କ ପାଖରେ ଲକର ଚାବି ରହୁଥିଲା। ତେଣୁ ମହିଳାଙ୍କୁ ପୋଲିସ ଅଟକ ରଖିଛି ଏବଂ ଜବତ ପ୍ରକ୍ରିୟା ଜାରି ରହିଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.