News portal website
before header
[URIS id=5393]

ନାବାଳିକା ଗର୍ଭବତୀ ଘଟଣା, ଅଭିଯୁକ୍ତ ବୃଦ୍ଧ ଗିରଫ।

0 1,266

Notice

ଯାଜପୁର

ତା-୨୩-୧୧-୨୦୨୦

ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ବହୁଚର୍ଚ୍ଚିତ ନାବାଳିକା ଗର୍ଭବତୀ ଘଟଣାରେ, ଅଭିଯୁକ୍ତ ବୃଦ୍ଧ ପ୍ରଫୁଲ୍ଲ ମହାପାତ୍ରଙ୍କୁ ଗିରଫ କରାଯାଇଛି।ପରେ ପୋକସୋ କୋର୍ଟରେ ହାଜର କରିଛି ପୋଲିସ। ସୂଚନା ମୁତାବକ ନାବାଳିକା ଜଣକ ଭୁବନେଶ୍ୱରରେ ରହୁଥିବା ସମୟରେ ପ୍ରଫୁଲ୍ଲ ତାଙ୍କୁ ଗର୍ଭବତୀ କରାଇଥିଲେ।ବର୍ତ୍ତମାନ ନାବାଳିକା ୬ମାସର ଅନ୍ତସତ୍ତ୍ୱା। ଏହାକୁ ନେଇ ରାଜ୍ଯ ରୀଜନୀତିରେ ବେଶ ତୁମ୍ବି ତୋଫାନ ଉଠିଥିଲା।

ଏହାପରେ ଅଭିଯୁକ୍ତ ପ୍ରଫୁଲ୍ଲ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହେବା ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।

www.austinnews.in

Leave A Reply

Your email address will not be published.