News portal website
before header

ୟୁପିରେ ଧର୍ମ ପରିବର୍ତ୍ତନ ର‌୍ୟାକେଟ୍ ର ପର୍ଦ୍ଦାଫାଶ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୧-୦୬-୨୦୨୧ ଉତ୍ତରପ୍ରଦେଶ ନୋଏଡାରେ ଧର୍ମପରିବର୍ତ୍ତନ କରାଉଥିବା ର‌୍ୟାକେଟର ପର୍ଦ୍ଦାଫାଶ କରିଛି ପୋଲିସ୍ । ଏହି ମାମଲାରେ ଦୁଇ ଜଣ ଙ୍କୁ ଗିରଫ କରିଛି ୟୁପି ଏଟିଏସ୍ । ଏହି ରାକେର୍ଟ ମୂକ, ବଧୀର ପିଲା ଓ ମହିଳାଙ୍କୁ ଟାର୍ଗେଟ କରି ଲୋକଙ୍କୁ ଧର୍ମ…

ବିଚ୍ ରାସ୍ତାରେ ହାତ ବାନ୍ଧି ଯୁବକକୁ ନିର୍ଧୁମ ମାଡ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୧-୦୬-୨୦୨୧ ପୁଣି ଆସିଲା ଛାତିଥରା ଦୃଶ୍ୟ ଭଦ୍ରକ ଧାମନଗର ସହରରେ ଯୁବକଙ୍କୁ ରସିରେ ବାନ୍ଧି ଅତି ଅମାନୁଷିକ ଭାବେ ଗୋଡାଇ ଗୋଡାଇ ପିଟିଲେ ଭାଇ ଭଉଣି । ସୁଚନା ଅନୁଯାୟୀ ଉକ୍ତ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ କିଛି ଟଙ୍କା ହ୍ୟାକ୍ କରି ନେଇଥିବା…

ଅନଲାଇନରେ ଅମରନାଥ ଦର୍ଶନ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୧-୦୬-୨୦୨୧ କରୋନା ମହାମାରୀ ପାଇଁ ରଦ୍ଦ ହେଲା ଅମରନାଥ ଯାତ୍ରା । ଅମରନାଥଙ୍କ ଦର୍ଶନ ପାଇଁ ପୁଣି ଆସନ୍ତାବର୍ଷକୁ ଅପେକ୍ଷା କରିବେ ଶ୍ରଦ୍ଧାଳୁ । କରୋନା ସଂକ୍ରମଣକୁ ଦୃଷ୍ଟିରେରଖୁ ଏଭଳି ନିଷ୍ପତ୍ତି ନେଇଛି ଜମ୍ମୁ କାଶ୍ମୀର…

ଚଣ୍ଡିଖୋଲ କୋର୍ଟ ପରିସରରେ,ଦ୍ବିତୀୟ ଜେଏମଏଫସି କୋର୍ଟ!

ଅଷ୍ଟିନ ନ୍ୟୁଜ/ଯାଜପୁର ତା-୨୧-୦୬-୨୦୨୧ ଚଣ୍ଡିଖୋଲ କୋର୍ଟ ପରିସରରେ ଆଜି ଦ୍ବିତୀୟ ଜେଏମଏଫସି କୋର୍ଟ ଖୋଲିଲା । ଯାଜପୁର ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ଶ୍ରୀକାନ୍ତ କୁମାର ମିଶ୍ର ଚଣ୍ଡିଖୋଲ କୋର୍ଟ ପରିସରରେ ଆଜି ଆଉ ଗୋଟିଏ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଉଦଘାଟନ…

ଆଜିଠୁ ୟୁ-ଟ୍ୟୁବରେ ପାଠପଢା!!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୧-୦୬-୨୦୨୧ ଆଜି ଠାରୁ ୟୁ-ଟ୍ୟୁବ୍‌ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ । ଏହି କାର୍ଯ୍ୟକ୍ରମ କିପରି ସଫଳ ହେବ, ସେ ନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ( ଓସେପା ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଜିଲ୍ଲା ସ୍ତରରେ ଗୋଟିଏ…

୧୩ ରାଜ୍ୟରେ ପେଟ୍ରୋଲ ୧୦୦ ପାର୍

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୧-୦୬-୨୦୨୧ ପେଟ୍ରୋଲ ଏବଂ ଡିଜେଲ ଦରରେ ନିଆଁ ଥମିବାର ନାଁ ଧରୁନାହିଁ । ମାସକରେ ୧୧ ଥର ଉଭୟ ଇନ୍ଧନ ଦର ବୃଦ୍ଧି ପାଇଛି । ରାଜସ୍ଥାନ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ସମେତ ଦେଶର ୧୩ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ପାର…

ସଂକ୍ରମଣ କମୁଥିବା ବେଳେ;ଅଧିକ ଯାଉଛି ଜୀବନ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୧-୦୬-୨୦୨୧ ରାଜ୍ୟରେ ସୁଧୁରୁଛି କରୋନା ସ୍ଥିତି । ଦିନକରେ ୩ହଜାର ୩୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୩ସଂକ୍ରମିତଙ୍କ ଜୀବନ ନେଇଛି କିଲର ଭାଇରସ୍ । ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୫ହଜାର ୮୨ । କ୍ବାରେଣ୍ଟାଇନରୁ ୧୭ଶହ୩୮,…

ରାଷ୍ଟ୍ରପତିଙ୍କ ଠାରୁ ସାଧାରଣ ଜନତା ଆସିଲେ ଯୋଗ ଆସନରେ।

ଅଷ୍ଟିନ୍ ନ୍ୟୁଜ୍/ ନୂଆଦିଲ୍ଲୀ ତା-୨୧-୦୬-୨୦୨୧ ଆର୍ନ୍ତଜାତୀୟ ଯୋଗ ଦିବସରେ ରାଷ୍ଟ୍ରପତି କରୁଛନ୍ତି ଯୋଗ।ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଆସନ କରୁଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ନଜର ଆସିଛି। କେବଳ ଭାରତର ରାଷ୍ଟ୍ରପତି ନୁହନ୍ତି…

ଆର୍ନ୍ତଜାତୀୟ ଯୋଗ ଦିବସ!

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର ତା-୨୧-୦୬-୨୦୨୧ ଆଜି ହେଉଛି ବିଶ୍ବ ଯୋଗ ଦିବସ,ସାଧାରଣତଃ ଯୋଗ ଦ୍ବାରା ବିଭିନ୍ନ ପ୍ରକାରର ରୋଗ,ଶାରୀରିକ ସମସ୍ୟାକୁ ଦୂର କରାଯାଇଥାଏ। ଯୋଗ କଲେ ନିରୋଗ ରୁହନ୍ତି। ବିଶ୍ବର ପ୍ରାୟ କୋଟି କୋଟି ଲୋକ ମୁଖ୍ୟତଃ ପ୍ରାତଃ ଓ ସନ୍ଧ୍ଯା ସମୟରେ ଯୋଗ…

ରାଜଧାନୀରେ ୫୦ ପ୍ରତିଶତ କ୍ଷମତା ସହ ଖୋଲିବ ବାର୍

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୦-୦୬-୨୦୨୧ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଏବେ ଦିଲ୍ଲୀ ରେ କଟକଣା କୋହଳ କରାଯାଇଛି । ତେବେ ସୋମବାର ଠାରୁ ବାର୍ ଖୋଲିବାକୁ ଅନୁମତି ମିଳିଥିବା ବେଳେ । ଦିଲ୍ଲୀ ରେ ୫୦ ପ୍ରତିଶତ କ୍ଷମତାରେ ବାର ଖୋଲିବ । ମିଳିଥିବା ସୂଚନା ଅନୁସାରେ ଦିନ…