News portal website
before header

ଯୁବକଙ୍କ ଗଳା କାଟି ହତ୍ୟା !

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୯-୦୯-୨୦୨୧ ଯୁବକଙ୍କ ଗଳା କାଟି ହତ୍ୟା ଅଭିଯୋଗ। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଅମ୍ବାପାଲି  ଖେଳପଡ଼ିଆରୁ  । ସେଠାରେ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ସୂଚନା ମୁତାବକ ମୃତ ଯୁବକ ଜଣଙ୍କ ନାଁ ହେଉଛି ମହମ୍ମଦ…

ଟୀକାକରଣ କ୍ଷେତ୍ରରେ ଆଉ ଏକ ସଫଳତା : ଓଡ଼ିଶାରେ ୩ କୋଟି ଡୋଜରୁ ଅଧିକ କୋଭିଡ୍ ଟିକାକରଣ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୯-୦୯-୨୦୨୧ କୋଭିଡ୍ ଟିକାକରଣ କ୍ଷେତ୍ରରେ ଓଡ଼ିଶା ହାସଲ କଲା ଆଉ ଏକ ମାଇଲଷ୍ଟୋନ୍ । ଏଯାବତ୍ ରାଜ୍ୟରେ ୩ କୋଟି ଡୋଜରୁ ଅଧିକ କରୋନା ଟିକାକରଣ ଶେଷ ହୋଇଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।…

ପୁଣି ଥରେ ଆନ୍ଧ୍ରର ହୀନ ଚକ୍ରାନ୍ତ , ଓଡ଼ିଆ ଫଳକକୁ ଲିଭାଇଲେ, ଲଗାଇଲେ ତେଲଗୁ ଫଳକ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୯-୦୯-୨୦୨୧ ଜିଲ୍ଲା ପ୍ରଶାସନ ବାତ୍ୟା ମୁକାବିଲାରେ ବ୍ୟସ୍ତ ଥିବାବେଳେ ଆନ୍ଧ୍ରପ୍ରଦେଶ ଏହାର ଫାଇଦା ଉଠାଉଛି। କୋଟିଆରେ ପୁଣି ଥରେ ହୀନ ଚକ୍ରାନ୍ତ କରିଛି ଆନ୍ଧ୍ରପ୍ରଦେଶ ପ୍ରଶାସନ। ଏଥର ଭାଷା ଭିତ୍ତିକ କାର୍ଡ ଖେଳିଛି ଆନ୍ଧ୍ର । କୋଟିଆ ପଞ୍ଚାୟତରେ…

ଅକ୍ଟୋବର ୩୧ ଯାଏ ବଢ଼ିଲା କୋଭିଡ୍ ଗାଇଡଲାଇନ୍ ଅବଧି

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୯-୦୯-୨୦୨୧ ବର୍ତ୍ତମାନ ସମଗ୍ର ଦେଶରେ ପାର୍ବଣ ଋତୁ ଚାଲିଥିବା କାରଣରୁ ଦେଶବ୍ୟାପୀ ଅକ୍ଟୋବର ୩୧ ଯାଏ କେନ୍ଦ୍ର ସରକାର କୋଭିଡ୍ ଗାଇଡଲାଇନ ଅବଧିକୁ ବୃଦ୍ଧି କରାଇଛନ୍ତି। ତେବେ ଦେଶରେ ମୋଟ୍ ସଂକ୍ରମଣ ହାର ହ୍ରାସ ପାଉଥିଲେ ମଧ୍ୟ କେରଳ, ମହାରାଷ୍ଟ୍ର ଓ…

ଦୂର୍ଗାପୂଜା ପୂଜା ଚାନ୍ଦା ମାଗି ୨ ଗିରଫ !

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୯-୦୯-୨୦୨୧ ଦୂର୍ଗାପୂଜା ଚାନ୍ଦା ମାଗି ଦୁଇ ଗିରଫ। ଚାନ୍ଦା ମାଗିବା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମାଲଗୋଦାମ ପୁଲିସ୍‌। ସୂଚନା ଅନୁସାରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ଏହି ଦୁଇ ଅଭିଯୁକ୍ତଙ୍କ ନାଁ ହେଉଛି ଶରତ…

୪ରେ ଗଜପତି, ୮ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୯-୦୯-୨୦୨୧ ଅକ୍ଟୋବର ୪ ତାରିଖରେ ଗଜପତି ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିବା ସାଙ୍ଗକୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ।…

ଅସୁସ୍ଥ ଝିଅକୁ ରକ୍ତଦାନ କଲେ ମନ୍ତ୍ରୀ ପଦ୍ମିନୀ ଦିଆନ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୯-୦୯-୨୦୨୧ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ମାନବିକତା । କୋଟପାଡ଼ ବିଧାୟିକା ତଥା ଓଡ଼ିଶାର ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ରକ୍ତ ଆବଶ୍ୟକ କରୁଥିବା ଜଣେ ଅସୁସ୍ଥ ଝଅକୁ ରକ୍ତ ଦାନ କରି ପ୍ରଶଂସା…

ମହାନଦୀ ପଠାରେ ପୋତା ହେଲା ମୃତ ଦନ୍ତାହାତୀର ମୃତଦେହ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୯-୦୯-୨୦୨୧ ମହାନଦୀର ମୁଣ୍ଡଳିରେ ଫସି ମୃତ୍ୟୁ ବରଣ କରିଥିବା ହାତୀର ମୃତଦେହ ଜଗତପୁର ସାତବାଟିଆରୁ ଉଦ୍ଧାର ପରେ ହାତୀକୁ ବ୍ୟବଚ୍ଛେଦ କରାଯାଇଛି। ପରେ ମୃତଦେହକୁ ନଦୀ ପଠାରେ ପୋତି ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଗତ ରବିବାର ମୁଣ୍ଡଳି ଆନିକଟରେ ଦନ୍ତା…

ଅକ୍ଟୋବର ୩୧ ଯାଏ ଅନ୍ତର୍ଜାତୀୟ ବିମାନ ଚଳାଚଳ ସେବା ସ୍ଥଗିତ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୯-୦୯-୨୦୨୧ ମହାମାରୀ କରୋନା ପାଇଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣାକୁ ଆଉ ମାସେ ବୃଦ୍ଧି କରାଯାଇଛି। ପୂର୍ବରୁ ସେପ୍ଟେମ୍ବର ୩୦ ଯାଏ ଏହି ଅବଧି ରହିଥିବା ବେଳେ ଗତକାଲି ଡିଜିସିଏ ଏହି ଅବଧିକୁ ଅକ୍ଟୋବର ୩୧ ଯାଏ ବୃଦ୍ଧି କରିଛି। କିନ୍ତୁ ସ୍ୱତନ୍ତ୍ର…

କଟକ ରେଞ୍ଜରଙ୍କ ପାଣି ଭିତରକୁ ନଯିବାକୁ ଚେତାବନୀ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ନଦୀରେ ବଢ଼ି ପାଣି ଆସିବା ପରେ ନଦୀ ଭିତରକୁ ଏକ କୁମ୍ଭୀର ଚାଲିଆସିଛି । ତେଣୁ ନଦୀ ଭିତରକୁ ନ ଯିବାକୁ ସତର୍କ କରାଇଛି କଟକ ଫୁଲନଖରା ବନ ବିଭାଗ। ଫୁଲନଖରା ବନାଞ୍ଚଳ ତରଫରୁ ଜନସାଧାରଣମାନଙ୍କୁ ସୂଚାଇ ଦିଆଯାଇଛି ଯେ ଗତ କିଛିଦିନ ହେବ…