News portal website
before header
[URIS id=5393]

ଦୁଇ ମୋବାଇଲ ଲୁଟେରା ଗିରଫ

0 232

ଅଷ୍ଟିନ ନ୍ୟୁଜ/ଯାଜପୁର
ତା-୧୪-୦୯-୨୦୨୩

ବୈରୀ ଥାନା ପୁଲିସ ଦୁଇଜଣ ମୋବାଇଲ ଫୋନ ଲୁଟେରାଙ୍କୁ ଗିରଫ କରିଛି | ହେଲେ କୋରେଇ ଥାନା ପୂର୍ବକୋଟ ଗ୍ରାମର ୨ଜଣ ଲୋକ ଛତିଆ କମ୍ପାନୀ ବଜାରର ସଂଜୟ ସିଂ ରାସ୍ତାରେ ଯାଉଥିବା ସମୟରେ ଦୁଇ ଲୁଟେରା ତାଙ୍କଠାରୁ ମୋବାଇଲ ଲୁଟି ନେଇଥିଲେ | ଏ ସଂକ୍ରାନ୍ତ ସେ ବୈରୀ ଥାନାରେ ଅଭିଯୋଗ କରିଥିଲେ | ଏନେଇ୧୩୮/୨୩ ରେ ମାମଲା ରୁଜୁକରି ଏସଆଇ ଜେ. ତଦନ୍ତ କରୁଥିଲେ | ଅଭିଯୁକ୍ତଙ୍କ ଠାରୁ ଚୋରି ମୋବାଇଲ ଜବତ କରି ଅଭିଯୋଗକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା | ବିଭିନ୍ନ ସମୟରେ ଚଣ୍ଡିଖୋଲରୁ ଛତିଆ-କଳକଳା ରାସ୍ତାରେ ବହୁବାର ଏହିପରି ମୋବାଇଲ ଲୁଟିଥିବା ସ୍ୱୀକାର କରିଛନ୍ତି | ଦୁଇ ଅଭିଯୁକ୍ତଙ୍କୁ ଚଣ୍ଡିଖୋଲ କୋର୍ଟଚାଲାଣ କରାଯାଇଥିଲା |

Leave A Reply

Your email address will not be published.