News portal website
before header
[URIS id=5393]

ଭଉଁରୀଆବାଡରେ ଗଛ ଲଗା ଆରମ୍ଭ!

0 279

ଅଷ୍ଟିନ୍ ନ୍ୟୁଜ୍/ବାଲେଶ୍ବର

ତା-୦୬-୦୭-୨୦୨୧

ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧୀନ ଭଉଁରୀଆବାଡ ଗ୍ରାମପଞ୍ଚାୟତରେ ଗଛ ଲଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସନ୍ତୋଷ କୁମାର ଖଟୁଆଙ୍କ ନେତୃତ୍ବରେ ଭଉଁରୀଆବାଡ ଗ୍ରାମପଞ୍ଚାୟତର ତେନ୍ତୁଳିଆପଡା ଗ୍ରାମ ଏବଂ ଏହି ଗ୍ରାମର ପୋଖରୀ ଚାରିପଟେ ଗଛ ଲଗାଯାଇଛି।

ଗଛ ଲଗା ସମୟରେ ସନ୍ତୋଷ କୁମାର ଖଟୁଆଙ୍କ ସହ ଯୁବକ ଗୋଷ୍ଠୀ,ସମାଜସେବୀ, ସାମ୍ବାଦିକ ଆଦି ବ୍ଯକ୍ତି ବିଶେଷ ଉପସ୍ଥିତ ଥିଲେ।

Leave A Reply

Your email address will not be published.