News portal website
before header
[URIS id=5393]

ବୋଲବମ ଯାତ୍ରା ପାଇଁ ମିଳିପାରେ ଅନୁମତି

0 337

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୭-୦୬-୨୦୨୧

ଉତ୍ତର ପ୍ରଦେଶ ସରକାର ଚଳିତ ବର୍ଷ ବୋଲବମ ଯାତ୍ରାକୁ ଅନୁମତି ଦେଇପାରନ୍ତି । କରୋନା ଭାଇରସ ସଂକ୍ରମଣ ଯୋଗୁଁ ଗତବର୍ଷ ବୋଲବମ ଯାତ୍ରାକୁ ଦେଶରେ ବାତିଲ କରାଯାଇଥିଲା । ଏଥର ଅନେକ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିବାରୁ ବୋଲବମ ଯାତ୍ରା ହୋଇପାରେ ବୋଲି ଆଶା କରାଯାଉଛି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୋଭିଡ କଟକଣା ମଧ୍ୟରେ ବୋଲବମ ଯାତ୍ରା ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ଦେଶରେ ଚଳିତ ମାସ ୨୫ ତାରିଖ ଠାରୁ ବୋଲବମ ଯାତ୍ରା ଆରମ୍ଭ ହେବ ।

ଅଧିକାରୀମାନଙ୍କୁ ଯୋଗୀ କହିଛନ୍ତି, ଉତ୍ତର ପ୍ରଦେଶ ଓ ବିହାରର ଭକ୍ତମାନେ ୨ ରାଜ୍ୟକୁ ବୋଲବମ ପାଇଁ ଯାତ୍ରା କରିଥାନ୍ତି । ବୋଲବମ ଯାତ୍ରା ସମୟରେ ଯେପରି କୋଭିଡ ଗାଇଡଲାଇନ ଠିକ ଭାବରେ ପାଳନ ହୁଏ, ସେଥି ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି । ଯାହା ଆଶା କରାଯାଉଛି, ମନ୍ଦିର ଭିତରକୁ ଏକକାଳୀନ ୫ ଜଣ ଯାତ୍ରୀ ଯାଇପାରିବେ ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.