Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
ଭାରତ ବନ୍ଦ ଯୋଗୁଁ ଦିଲ୍ଲୀ-ଏନସିଆରରେ ଭାରି ଜାମ୍
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
କୃଷକ ସଂଗଠନ ଗୁଡ଼ିକ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ଜବରଦସ୍ତ ପ୍ରଭାବ ଦିଲ୍ଲୀ-ଏନସିଆରରେ ଦେଖିବାକୁ ମିଳିଛି। ଦିଲ୍ଲୀରେ ପ୍ରବଳ ଜାମ ରହିଛି। ବର୍ତ୍ତମାନ ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ହଜାର ହଜାର ଗାଡି ଅଟକି!-->!-->!-->!-->!-->…
ସେପ୍ଟେମ୍ବର ୩୦ ଘୁଞ୍ଚିଲା ଯୁକ୍ତ ୩ ନାମଲେଖା ପ୍ରକିୟା
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ଆଜି ହେଉଛି ଭାରତ ବନ୍ଦ । ଭାରତ ବନ୍ଦ ଯୋଗୁଁ ଯୁକ୍ତ ୩ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପ୍ରଭାବିତ ହୋଇଛି। ଏହି କାରଣ ଯୋଗୁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ନାମଲେଖା ପ୍ରକିୟାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ୨୯ ତାରିଖ ଶେଷ!-->!-->!-->!-->!-->!-->!-->…
୨ଟି କାର୍ରୁ ୨ କୁଇଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ, ୪ ଗିରଫ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରା ପଡ଼ିଲେ ଅଭିଯୁକ୍ତ । ଆନ୍ଧ୍ରପ୍ରଦେଶ ନାର୍ସିପାଟଣା ଅଞ୍ଚଳରୁ ଭାୟା ଓଡ଼ିଶା ଦେଇ ମଧ୍ୟପ୍ରଦେଶ ଗଞ୍ଜେଇ ଚୋରା ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧରା ପଡିଛନ୍ତି!-->!-->!-->!-->!-->!-->!-->…
ଅକ୍ଟୋବର ମାସରେ ୨୧ ଦିନ ବନ୍ଦ ବ୍ୟାଙ୍କ ବନ୍ଦ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ଅକ୍ଟୋବର ମାସରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ । କିନ୍ତୁ ଦେଶର ସବୁ ରାଜ୍ୟରେ ବ୍ୟାଙ୍କ ୨୧ ଦିନ ବନ୍ଦ ରହିବ ନାହିଁ । ଅକ୍ଟୋବର ମାସରେ ୫ ଟି ରବିବାର ଛୁଟି ରହିବ । ଏତଦ ବ୍ୟତୀତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବ୍ୟାଙ୍କଗୁଡ଼ିକ!-->!-->!-->!-->!-->!-->!-->…
ହୀରାକୁଦ ଡ୍ୟାମର ସବୁ ଗେଟ୍ ବନ୍ଦ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ହୀରାକୁଦ ଜଳଭଣ୍ଡାରରେ ସବୁ ଗେଟ୍ ବନ୍ଦ। ଏ ନେଇ ସୂଚନା ଦେଇଛନ୍ତି ସମ୍ବଲପୁର ସ୍ଥିତ ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ। ତେବେ ଡ୍ଯାମରୁ ଜଳ ନିଷ୍କାସନ ହେବା ପରେ ଜଳସଂପଦ ବିଭାଗ ପକ୍ଷରୁ ଗେଟ୍ ବନ୍ଦ କରାଯାଇଛି। ଡ୍ୟାମ୍!-->!-->!-->!-->!-->…
ଭୁବନେଶ୍ୱର କ୍ଲବ ନିର୍ବାଚନ ପାଇଁ ମତଦାନ ଶେଷ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ଭୁବନେଶ୍ବର କ୍ଲବର କର୍ମକର୍ତ୍ତା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଶେଷ ହୋଇଛି । ଶନିବାର ଓ ରବିବାର ଏହି ଦୁଇ ଦିନ ମୋଟ୍ ୧୨୬୯ଜଣ ମତଦାନ କରିଥିଲେ। ତେବେ ମତଦାନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆଜି ଅପରାହ୍ଣରେ ଭୋଟ୍ ଗଣତି!-->!-->!-->!-->!-->!-->!-->…
ପିପିଲିରେ ବିଜେପି କାର୍ଯ୍ୟାଳୟ ଉପରକୁ ବୋମା ମାଡ଼
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ପିପିଲି ଉପ ନିର୍ବାଚନକୁ ଆଉ ୪ ଦିନ। ଏହା ପୂର୍ବରୁ ପିପିଲିରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା। ଅଭିଯୋଗ ଅନୁସାରେ ପୁରୀ ଜିଲ୍ଲା ସାତଶଙ୍ଖସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଉପରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼!-->!-->!-->!-->!-->…
ନୂଆ ସଂସଦ ଭବନର ନିର୍ମାଣ କାମ ତଦାରଖ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ରବିବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଚାନକ ସେଣ୍ଟ୍ରାଲ ଭିସ୍ଟା ପ୍ରୋଜେକ୍ଟର ଯାଞ୍ଚ କରିଛନ୍ତି। ରାତି ପ୍ରାୟ 8.45 ସମୟରେ ନୂତନ ସଂସଦ ଭବନ ନିର୍ମାଣ ସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ପିଏମ୍ ମୋଦୀ!-->!-->!-->!-->!-->!-->!-->…
୨୮ରେ ଆଉ ଏକ ଲଘୁଚାପ !
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ସାମୁଦ୍ରିକ ଝଡ଼ 'ଗୁଲାବ୍' ପଛେ ପଛେ ଆଉ ଏକ ଲଘୁଚାପ ଆସୁଛି । ସମ୍ଭାବ୍ୟ ଲଘୁଚାପ ଓଡ଼ିଶା ଆସିବ ବୋଲି ସ୍କାଏମେଟ ଆକଳନ କରିଛି । ‘ଗୁଲାବ’ ଏବେ ବିଶେଷ କ୍ଷୟକ୍ଷତି କରି ନଥିବା ବେଳେ ଆସନ୍ତା କାଲି ଆଉ ଏକ ଲଘୁଚାପର ଆଶଙ୍କା ରହିଛି।!-->!-->!-->!-->!-->!-->!-->…
ଦଳୀୟ ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକଙ୍କ ପାଇଁ ଆଜି ପ୍ରଚାର କରିବେ ସାସଂଦ ଅପରାଜିତା ଷଡ଼ଙ୍ଗୀ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ଜମୁଛି ପିପିଲି ନିର୍ବାଚନୀ ପ୍ରଚାର। ମାଳମାଳ ନେତା ମନ୍ତ୍ରୀ ଏବେ ପିପିଲି ମୁହାଁ। ଭୋଟରଙ୍କୁ ମନାଇବା ପାଇଁ ସବୁ ରାଜନୈତିକ ଦଳ ଗୁଡିକ ଜୋରଦାର ପ୍ରଚାର କରୁଛନ୍ତି। ତେବେ ଏହି କ୍ରମରେ ଆଜି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା!-->!-->!-->!-->!-->!-->!-->…
