News portal website
before header
[URIS id=5393]

ସେପ୍ଟେମ୍ବର ୩୦ ଘୁଞ୍ଚିଲା ଯୁକ୍ତ ୩ ନାମଲେଖା ପ୍ରକିୟା

0 166

 

Notice

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୭-୦୯-୨୦୨୧

ଆଜି ହେଉଛି ଭାରତ ବନ୍ଦ । ଭାରତ ବନ୍ଦ ଯୋଗୁଁ ଯୁକ୍ତ ୩ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପ୍ରଭାବିତ ହୋଇଛି। ଏହି  କାରଣ ଯୋଗୁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ନାମଲେଖା ପ୍ରକିୟାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ୨୯ ତାରିଖ ଶେଷ ତାରିଖ ହୋଇଥିବା ବେଳେ ଏବେ ସେପ୍ଟେମ୍ବର ୩୦ ତାରିଖ ଯାଏଁ ନାମଲେଖା ପ୍ରକ୍ରିୟା ଜାରି ରହିବ।

ମିଳିଥିବା ସୂଚନା ଅନୁସାରେ , ଭାରତ ବନ୍ଦ ପାଇଁ ବିଭିନ୍ନ ଡିଗ୍ରୀ ଓ ସ୍ୱୟଂଶାସିତ କଲେଜଗୁଡିକରେ ଦ୍ୱିତୀୟ ପର୍ଯ୍ୟାୟ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି, ତେଣୁ ଆସନ୍ତା ୩୦ ତାରିଖ ଯାଏ ବୃଦ୍ଧି କରାଯାଇଛି। ଭାରତ ବନ୍ଦ ଥିବାରୁ ନାମଲେଖା ପ୍ରକିୟା ବନ୍ଦ ରହିଛି । ତେଣୁ ଏହି ପ୍ରକ୍ରିୟାକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି । ସେପ୍ଟେମ୍ବର ୩୦ ତାରିଖ ଯାଏଁ ମନୋନୀତ ଛାତ୍ରଛାତ୍ରୀ ନିର୍ଦ୍ଧାରିତ ସମୟରେ କଲେଜରେ ରିପୋର୍ଟିଂ କରିବେ । ଏନେଇ ପର୍‌ଫର୍ମାନ୍ସ ଟ୍ରାକିଂ ସେଲ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.