News portal website
before header
[URIS id=5393]

ଅକ୍ଟୋବର ମାସରେ ୨୧ ଦିନ ବନ୍ଦ ବ୍ୟାଙ୍କ ବନ୍ଦ

0 216

Notice

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୭-୦୯-୨୦୨୧

ଅକ୍ଟୋବର ମାସରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ । କିନ୍ତୁ ଦେଶର ସବୁ ରାଜ୍ୟରେ ବ୍ୟାଙ୍କ ୨୧ ଦିନ ବନ୍ଦ ରହିବ ନାହିଁ । ଅକ୍ଟୋବର ମାସରେ ୫ ଟି ରବିବାର ଛୁଟି ରହିବ । ଏତଦ ବ୍ୟତୀତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।

ଛୁଟି ଦିନ :-

ଅକ୍ଟୋବର ୧ – ଗ୍ୟାଙ୍ଗଟକରେ ଅର୍ଦ୍ଧ ବାର୍ଷିକ ବ୍ୟାଙ୍କ କ୍ଲୋଜିଂ ଆକାଉଣ୍ଟ ପାଇଁ କାମ ପ୍ରଭାବିତ ହେବ

ଅକ୍ଟୋବର ୨ – ଗାନ୍ଧୀ ଜୟନ୍ତୀ ( ସବୁ ରାଜ୍ୟରେ ବ୍ୟାଙ୍କ ବନ୍ଦ)

ଅକ୍ଟୋବର ୬ – ମହାଳୟା (ଅଗରତାଲା, ବେଙ୍ଗାଲୁରୁ ଏବଂ କୋଲକାତାରେ ବ୍ୟାଙ୍କ ବନ୍ଦ)

ଅକ୍ଟୋବର ୭ – ଇମ୍ଫାଲରେ ବ୍ୟାଙ୍କ୍ ବନ୍ଦ

ଅକ୍ଟୋବର ୯ – ମାସର ଦ୍ୱିତୀୟ ଶନିବାର

ଅକ୍ଟୋବର ୧୦ – ରବିବାର , ବ୍ୟାଙ୍କ୍ ବନ୍ଦ

ଅକ୍ଟୋବର ୧୨ – ଦୁର୍ଗା ପୂଜା (ମହାସପ୍ତମୀ) 

ଅକ୍ଟୋବର ୧୪ – ଦୁର୍ଗା ପୂଜା / ଦଶହରା (ମହା ନବମୀ) , ଆୟୁଥ ପୂଜା – ଅଗରତାଲା, ବେଙ୍ଗାଲୁରୁ, ଚେନ୍ନାଇ, ଗାଙ୍ଗଟକ, ଗୁଆହାଟି, କାନପୁର, କୋଚି, କୋଲକାତା, ଲକ୍ଷ୍ନୌ, ପାଟନା, ରାଞ୍ଚି, ଶିଲୋଙ୍ଗ ଏବଂ ଥିରୁବନନ୍ତପୁରମରେ ବ୍ୟାଙ୍କ ବନ୍ଦ

ଅକ୍ଟୋବର ୧୫ – ଦୁର୍ଗା ପୂଜା – ଇମ୍ପାଲ ଓ ଶିମଲାର ଛୋଟ ଛୋଟ ସହରରେ ବ୍ୟାଙ୍କ୍ ବନ୍ଦ

ଅକ୍ଟୋବର ୧୬ – ଗ୍ୟାଙ୍ଗଟକରେ ବ୍ୟାଙ୍କ୍ ବନ୍ଦ 

ଅକ୍ଟୋବର ୧୭ – ରବିବାର

ଅକ୍ଟୋବର ୧୮ – କଟି ବିହୁ ( ଗୌହାଟୀ ବ୍ୟାଙ୍କ ବନ୍ଦ)

ଅକ୍ଟୋବର ୧୯- ଇଦ୍-ଇ-ମିଲାଦ / ଇଦ୍-ଇ-ମିଲାଦୁନାବୀ / ମିଲାଦ-ଏ-ସରିଫ / ବାରାୱାଫତ- ଅହମ୍ମଦାବାଦ, ବେଲାପୁର, ଭୋପାଳ, ଚେନ୍ନାଇ, ଡେରାଡୁନ୍, ହାଇଦ୍ରାବାଦ, ଇମ୍ଫାଲ, ଜମ୍ମୁ, କାନପୁର, କୋଚି, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ରାୟପୁର, ରାଞ୍ଚି, ଶ୍ରୀନଗର ଏବଂ ଥିରୁବନନ୍ତପୁରମରେ ବ୍ୟାଙ୍କ ବନ୍ଦ

ଅକ୍ଟୋବର ୨୦- ମହର୍ଷି ବାଲ୍ମିକୀ / ଲକ୍ଷ୍ମୀ ପୂଜା / ଇଦ୍-ଇ-ମିଲାଦ – ଅଗରତାଲା, ବାଙ୍ଗାଲୋର, ଚଣ୍ଡିଗଡ଼, କୋଲକାତା ଏବଂ ଶିମଲାରେ ବ୍ୟାଙ୍କ ବନ୍ଦ

ଅକ୍ଟୋବର ୨୨- ଇଦ୍-ଇ-ମିଲାଦ-ଉଲ୍-ନାବି ପରେ ଶୁକ୍ରବାର ଜାମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କ୍ ବନ୍ଦ

ଅକ୍ଟୋବର ୨୩ – ମାସର ଚତୁର୍ଥ ଶନିବାର

ଅକ୍ଟୋବର ୨୪ – ରବିବାର

ଅକ୍ଟୋବର ୨୬ – ଜମ୍ମୁ ଓ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ

ଅକ୍ଟୋବର ୩୧ – ରବିବାର

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.