News portal website
before header
[URIS id=5393]

ରାତି ପାହିଲେ ନିର୍ବାଚନ;ହୋର୍ଡିଂ ହଟାଉନି ପ୍ରଶାସନ!

0 605

ଅଷ୍ଟିନ୍ ନ୍ୟୁଜ୍/ଯାଜପୁର

Notice

ତା-୨୬-୦୫-୨୦୨୨

ରାତି ପାହିଲେ ଉପନିର୍ବାଚନ।ହେଲେ ଖାମଖିଆଲ ପ୍ରଶାସନ।ଦେଖୁଛନ୍ତି ତ ନିର୍ବାଚନ କମିଶନ।ଧାନମଣ୍ଡଳ ପଞ୍ଚାୟତରେ ଆସନ୍ତା କାଲି ସରପଞ୍ଚ ପଦବୀ କୁ ନେଇ ଉପନିର୍ବାଚନ ଥିବା ବେଳେ,ଧାମମଣ୍ଡଳ ବଜାର ଏବଂ ଦର୍ପଣ ତହସିଲ ପାଚେରୀ ବାଡରେ ଲାଗି ରହିଛି ପାର୍ଥୀଙ୍କ ହୋର୍ଡିଂ ବୋର୍ଡ।

ନିର୍ବାଚନକୁ ସ୍ବଚ୍ଛ ଅବାଧ କରିବା ପାଇଁ ଚବିଶ ଘଣ୍ଟା ପୂର୍ବରୁ ପ୍ରଚାର ପ୍ରସାର ବନ୍ଦ ଥିବା ବେଳେ,ହୋର୍ଡିଂ ବୋର୍ଡିଂ ହଟାଇବାକୁ ନିର୍ଦ୍ଦେଶ ନାମା ରହିଥାଏ।ହେଲେ ନିର୍ବାଚନକୁ ବାର ଘଣ୍ଟା ବାକି ଥିବା ବେଳେ।ସରକାରୀ କାର୍ଯ୍ୟାଳୟ ପାଚେରୀରେ ହୋର୍ଡିଂ ଲାଗି ରହିବା ନିର୍ବାଚନ ଆଚରଣ ବିଧିକୁ ଖୁଲମଖୁଲା ଉଲ୍ଲଘଂନ କରୁଛି।

Leave A Reply

Your email address will not be published.