News portal website
before header
[URIS id=5393]

ଭାରତ ବନ୍ଦର ପ୍ରଭାବ : ଅଖ ଚକ ଜାମ

0 172

ଭୁବନେଶ୍ୱର:

ତା-୮-୧୨-୨୦୨୦

କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ଆଇନ ବିରୁଦ୍ଧରେ ଆଜି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ସକାଳୁ ସକାଳୁ ଏହି ବନ୍ଦ ର ପ୍ରଭାବ ଦେଖାଯାଇଛି। ଭୁବନେଶ୍ୱର ଓ କଟକରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ଆନ୍ଦୋଳନକାରୀଙ୍କ ରେଳରୋକ, ରାସ୍ତା ଅବରୋଧ କରିଛନ୍ତି। ହଂସପାଳ ଛକରେ ନବନିର୍ମାଣ କୃଷକ ସଂଗଠନର ୨୦ରୁ ଅଧିକ କର୍ମୀ ଗିରଫ ମଧ୍ୟ ହୋଇଛନ୍ତି। କଟକ ବାଦାମବାଡ଼ିରେ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.