News portal website
before header
[URIS id=5393]

କୁକୁର ଫ୍ଯାମିଲି ପ୍ଲାନିଂ ପାଇଁ ୬୦ ଲକ୍ଷ

0 170

ଭୁବନେଶ୍ବର:

Notice

ତା-୭-୧୨-୨୦୨୦

କୁକୁର ବନ୍ଧ୍ୟାକରଣ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୬୦ ଲକ୍ଷ ଟଙ୍କା ରିଲିଜ୍‌ କରାଯାଇଛି। ୨ଟି ମହାନଗର ନିଗମ ଓ ୭ଟି ପୌରପାଳିକାରେ କୁକୁର ବନ୍ଧ୍ୟାକରଣ ପାଇଁ ଏହି ଟଙ୍କା ରିଲିଜ୍‌ କରାଯାଇଛି । ଏଥିପାଇଁ ୫୮ ଲକ୍ଷ ୫୬ ହଜାର ଟଙ୍କା ରିଲିଜ୍‌ କଲା ବିଭାଗ । ପୁରୀ ପୌରପାଳିକା ପାଇଁ ସର୍ବାଧିକ ୧୦ ଲକ୍ଷ ଟଙ୍କା ରିଲିଜ୍‌ କରାଯାଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.