News portal website
before header
[URIS id=5393]

ନବୀନ ସରକାରରେ ପ୍ରଥମ : ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତିର ତଦନ୍ତ କରିବେ ଲୋକାୟୁକ୍ତ

0 178

ଭୁବନେଶ୍ବର:

Notice

ତା-୭-୧୨-୨୦୨୦

ଦିନକୁ ଦିନ ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ ବଢୁଛି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲାର ଲୋକାୟୁକ୍ତ ତଦନ୍ତ ପାଇଁ ସୁପାରିସ କଲେ ମୁଖ୍ୟମନ୍ତ୍ରୀ । ନବୀନ ସରକାର ଗଠନ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକାୟୁକ୍ତଙ୍କୁ ସୁପାରିସ କରାଯିବାରେ ଏହା ରାଜ୍ୟର ପ୍ରଥମ ମାମଲା । ତେବେ ଏଠାରେ ସୂଚନାଯୋଗ୍ୟ ଯେ ଜନ ବିରୋଧୀ ମାମଲାରେ ପ୍ରଥମେ ବିଜୁ ଜନତା ଦଳରୁ ନିଲମ୍ବିତ କରାଯାଇଛି। ଏହା ପରେ ଦୁର୍ନୀତି ଅଭିଯୋଗରେ ଝାରପଡା ଜେଲରେ ଅଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.