ଭୁବନେଶ୍ବର:

ତା-୭-୧୨-୨୦୨୦
ଖାଉଟିଙ୍କ ଉପରେ ମହଙ୍ଗା ମାଡ। ଦେଶରେ ଗତ କିଛିଦିନ ହେଲା କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ପେଟ୍ରୋଲ ଦର ବୃଦ୍ଧି ପରେ ରାଜ୍ୟରେ ଆଜି ବସ ଭଡା ବଢିଛି । ଡିଲକ୍ସ ଓ ଏସି ଡିଲକ୍ସ ବସ କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଥିବା ବେଳେ ସାଧାରଣ ଓ ଏକ୍ସପ୍ରେସ ବସ କିଲୋମିଟର ପିଛା ୧ ପଇସା ବୃଦ୍ଧି ପାଇଛି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia
