Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ କୁ ମିଳିଲା କ୍ୟାବିନେଟ ମଞ୍ଜୁରୀ
ଭୁବନେଶ୍ବର:
ତା -୧୪-୧୨-୨୦୨୦
ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଛି। ଏହାର ସମସ୍ତ ପରିଚାଳନା ନିମନ୍ତେ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଆଇନ ପ୍ରସ୍ତୁତ!-->!-->!-->!-->!-->…
ପୁରୀ ଓ ଯାଜପୁର ମେଡିକାଲ କଲେଜକୁ କ୍ୟାବିନେଟ ମଞ୍ଜୁରୀ
ଭୁବନେଶ୍ବର:
ତା-୧୪-୧୨-୨୦୨୦
ରାଜ୍ୟରେ ଡାକ୍ତରଙ୍କ ଆବଶ୍ୟକତା ଏବଂ ମେଡିକାଲ ଶିକ୍ଷାର ପ୍ରସାର ନିମନ୍ତେ ଯାଜପୁର ଓ ପୁରୀଠାରେ ସ୍ଥାପନ ହେବାକୁ ଥିବା ମେଡିକାଲ କଲେଜ ଓ ହସ୍ପିଟାଲକୁ କ୍ୟାବିନେଟ ମୋହର ବାଜିଛି। ଏହି ଦୁଇଟି ମେଡିକାଲ କଲେଜରେ ଭିତ୍ତିଭୂମି ନିର୍ମାଣ ନିମନ୍ତେ!-->!-->!-->!-->!-->…
ନଦୀରେ ବୁଡି ୨ ବାଳକ ମୃତ
ଭୁବନେଶ୍ୱର:
ତା-୧୪-୧୨-୨୦୨୦
କୋରାପୁଟ ସେମିଳିଗୁଡ଼ାରେ ହାଞ୍ଜାରିଗୁଡ଼ା ନଦୀରେ ବୁଡ଼ି ୨ ବାଳକ ମୃତ । ନୟାଗଡ଼ କୁମୁଣ୍ଡା ଗାଁ ପ୍ରଭାତ ଦଳେଇଙ୍କ ୧୬ ବର୍ଷର ପୁଅ ଶୁଭ୍ରାଂଶୁ ମୃତ । ରାଉରକେଲାର ରଞ୍ଜନ ବେହେରାଙ୍କ ୧୩ ବର୍ଷର ପୁଅ ଆଶିଷ ମୃତ । ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ!-->!-->!-->!-->!-->…
କରୋନା ମୁକ୍ତ ହେଲା ଏହି ଦେଶ : ଖୁସିରେ ଝୁମି ଉଠିଲେ ପ୍ରଧାନମନ୍ତ୍ରୀ
ୱେଲିଙ୍ଗଟନ୍:
ତା-୧୪-୧୨-୨୦୨୦
କରୋନା ଯୁଦ୍ଧରେ ନ୍ୟୁଜିଲ୍ୟାଣ୍ଡ ଜିତିଛି। ନ୍ୟୁଜିଲ୍ୟାଣ୍ଡ ବର୍ତ୍ତମାନ କରୋନା ଭାଇରସରୁ ସମ୍ପୂର୍ଣ୍ଣ ମୁକ୍ତ ଅଟେ । ନ୍ୟୁଜିଲାଣ୍ଡରେ ଏବେ କୌଣସି ସକ୍ରିୟ ମାମଲା ନାହିଁ ବୋଲି ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ଏହି କାରଣରୁ,!-->!-->!-->!-->!-->…
ଓଟିଭିକୁ ବାନ୍ଧିଲେ:ପୋଲିସ କର୍ମଚାରୀଙ୍କୁ କେବେ?
ଭୁବନେଶ୍ବର:
ତା-୧୪-୧୨-୨୦୨୦
ଭୁବନେଶ୍ବର ଇନଫୋସିଟି ଥାନା ନାବାଳିକା ଦୁଷ୍କର୍ମ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। FIRରେ ନାଁ ଥିବା ୪ ଜଣଙ୍କୁ ଗତକାଲି ରାତିରେ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ବ୍ୟକ୍ତି ହେଉଛନ୍ତି ଅନିରୁଦ୍ଧ ପଣ୍ଡା, କୃଷ୍ଣଚନ୍ଦ୍ର!-->!-->!-->!-->!-->…
ଆଜି ରାଜ୍ୟ କ୍ୟାବିନେଟ : ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିବ ମୋହର
ଭୁବନେଶ୍ବର:
ତା-୧୪-୧୨-୨୦୨୦
ଆଜି ସଂଧ୍ୟା 5ଟାରେ ବସୁଛି ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ହେବ ବୈଠକ ।ଅନ୍ୟ ଜିଲ୍ଲା ମୁଖ୍ୟାଳୟରେ ବିଭିନ୍ନ ବିଭାଗର ମନ୍ତ୍ରୀ ଭିଡିଓ!-->!-->!-->!-->!-->…
ଚଳିତ ବର୍ଷ ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ବନ୍ଦ
ବରଗଡ :
ତା-୧୩-୧୨-୨୦୨୦
ଚଳିତ ବର୍ଷ ହେବନି ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। କୋରୋନା କଟକଣା ଯୋଗୁଁ ଧନୁଯାତ୍ରା ମହୋତ୍ସବ ବାତିଲ। DRDA ଅଫିସରେ ଧନୁଯାତ୍ରା କମିଟି ବୈଠକରେ ଏ ନେଇ ସୂଚନା ଦେଇଛନ୍ତି ବରଗଡ଼ ଜିଲ୍ଲାପାଳ। ଏହା ପୂର୍ବରୁ ଐତିହାସିକ କଟକ ବାଲିଯାତ୍ରା ସମେତ!-->!-->!-->!-->!-->…
ଡିସେମ୍ବର ୨୬ରେ ଜନ୍ମଦିନ ପାଳିବ ବିଜେଡି : ୨୦ରେ ଦଳୀୟ କାର୍ଯ୍ୟକାରିଣୀ
ଭୁବନେଶ୍ବର:
ତା-୧୩-୧୨-୨୦୨୦
ଆସନ୍ତା ୨୦ରେ ବିଜେଡିର ଦଳୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ୨୧ରେ ବସିବ ରାଜ୍ୟ ପରିଷଦ ବୈଠକ। ଏଥିରେ ବିଭିନ୍ନ ପ୍ରସଙ୍ଗ ଉପରେ ହେବ ଆଲୋଚନା । ସାଙ୍ଗଠନିକ କାର୍ଯ୍ୟକ୍ରମ ନେଇ ବିସ୍ତୃତ ଆଲୋଚନା ହେବ । ତୃଣମୂଳ ସ୍ତରରେ ବିଜେଡିର!-->!-->!-->!-->!-->…
ରିପବ୍ଲିକ୍ ଟିଭି ସିଇଓ ବିକାଶ ଖାନଚାନ୍ଦାନୀ ଗିରଫ
ମୁମ୍ବାଇ:
ତା-୧୩-୧୨-୨୦୨୦
ରିପବ୍ଲିକ୍ ଟିଭି ସିଇଓ ବିକାଶ ଖାନଚାନ୍ଦାନୀଙ୍କୁ ମୁମ୍ବାଇରେ ଗିରଫ କରାଯାଇଛି। ନକଲି ଟିଆରପି ମାମଲାରେ ବିକାଶ ଖାନଚାନ୍ଦାନୀଙ୍କୁ ଗିରଫ କରାଯାଇଛି। ନିକଟରେ ମୁମ୍ବାଇ ପୋଲିସ ଟିଆରପି ସ୍କାମ ମାମଲାରେ ଏକ ମାମଲା ରୁଜୁ କରିଥିଲା। !-->!-->!-->!-->!-->…
ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ବାସଭବନ ଘେରାଉ
ଭୁବନେଶ୍ବର:
ତା-୧୩-୧୨-୨୦୨୦
ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲେ ଘରୋଇ ସ୍କୁଲର ଅଭିଭାବକ।ଅଭିନବ ଉପାୟରେ ଘଂଟ ହୁଳାହୁଳି ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଘରୋଇ ସ୍କୁଲ ପିଲାଙ୍କ ଅଭଭାବକ । ଘରୋଇ ସ୍କୁଲରେ ଫି’ ବିବାଦରେ ମନ୍ତ୍ରୀଙ୍କ ହସ୍ତକ୍ଷପ କରିବା ପାଇଁ ଅଭିଭାବକ!-->!-->!-->!-->!-->…
