News portal website
before header
[URIS id=5393]

ରାଉରକେଲାରେ ୧୭୦ କୋଟିର ଆୟକର ଠକେଇ

0 157

ରାଉରକେଲା:

Notice

ତା-୯-୧୨-୨୦୨୦

ରାଉରକେଲାରେ ବେଆଇନ ଅର୍ଥ କାରବାର ଅଭିଯୋଗରେ ଆଜି ୧୭ ଜଣ ଗିରଫ ହୋଇଛନ୍ତି। ଆୟକର ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ୧୭୦ କୋଟିର ଆୟକର ଠକେଇ ହୋଇଛି । ସୂଚନା ମୁତାବକ ଜାଲ୍ ସଂସ୍ଥା ଖୋଲି ଗରିବ ଦିନ ମଜୁରିଆଙ୍କ ନାଁରେ ଚାଲିଥିଲା କାରବାର । ଏନେଇ ୧୭ ଟି ଜାଲ୍ ସଂସ୍ଥା ଖୋଲି ବେଆଇନ କାରବାର ଚାଲିଥିବା ସୂଚନା ମିଳିଛି । ବିଜ୍ଞପ୍ତିରେ ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.