News portal website
before header
[URIS id=5393]

ଏସ୍ଆଇଟିକୁ ଯଦୁପୁରୁ ଗ୍ରାମବାସୀଙ୍କ ବିରୋଧ

0 170

ଭୁବନେଶ୍ବର:

Notice

ତା-୮-୧୨-୨୦୨୦

ବହୁ ଚର୍ଚ୍ଚିତ ନୟାଗଡ଼ର ପରୀ ହତ୍ୟା ମାମଲାର ତଦନ୍ତ କରୁଛି ଏସ୍ଆଇଟି। ଆଜି ଯଦପୁରରେ ପରୀ ମୃତ୍ୟୁ ମାମଲାରେ ଏସଆଇଟି ଜଣକୁ ଉଠାଇନେଲା ବେଳେ ଗ୍ରାମବାସୀ ବିରୋଧ କରିଛନ୍ତି । ଯଦୁପୁର ମୁଖ୍ୟରାସ୍ତାରେ ଗାଁ ଲୋକେ ବାଉଁଶ ବାନ୍ଧି ରାସ୍ତାରୋକ କରିଛନ୍ତି ।ଏହି ମାମଲାରେ ପୂର୍ବରୁ ଯଦୁପୁର ଗାଁର ୨୮ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରିିଛି ଏସଆଇଟି । ସନ୍ଦେହରେ ଥିବା ବାବୁଲି ନାୟକର ଡ୍ରାଇଭର ଓ ପୁଅକୁ ମଧ୍ୟ ଉଠାଇନେଇ ପଚରାଉଚରା କରିଥିଲା । 

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.