News portal website
before header
[URIS id=5393]

ନାବାଳକ ସ୍କୁଟି ଚାଳକ ଗଣିଲେ ୨୬ ହଜାର ଟଙ୍କା ଫାଇନ

0 187

ଭୁବନେଶ୍ବର:

Notice

ତା-୯-୧୨-୨୦୨୦

ରାଜ୍ୟରେ କଡାକଡି ହେଲା ଟ୍ରାଫିକ୍ ନିୟମ। ରାଜଧାନୀ ଭୁବନେଶ୍ୱରରେ ନାବାଳକ ସ୍କୁଟି ଚାଳକ ଗଣିଲେ ୨୬ହଜାର ଟଙ୍କା ଫାଇନ । ଚାଳକ ଓ ପଛରେ ବସିଥିବା ବ୍ୟକ୍ତିଙ୍କୁ ଫାଇନ । ହେଲମେଟ ପିନ୍ଧିନଥିବାରୁ 1000 ଟଙ୍କା ଫାଇନ କାଟିଲା ଟ୍ରାଫିକ୍ ପୋଲିସ । ୧୮ବର୍ଷରୁ କମ୍ ବୟସ ଓ ବିନା ହେଲମେଟ୍ ପାଇଁ ଗଣିଲେ ତଣ୍ଡ ।ପରିବହନ ମନ୍ତ୍ରୀ ମଧ୍ୟ ସୂଚନା ଦେଇସାରିଛନ୍ତି ଯେ, ପୂର୍ବ ଭଳି ଟ୍ରାଫିକ୍‌ ଚେକିଂ କଡ଼ାକଡ଼ି ହେବ । କରୋନା ପାଇଁ କଟକଣାକୁ କୋହଳ କରାଯାଇଥିଲା । ତେବେ ଏଠାରେ ସୂଚନାଯୋଗ୍ୟ ଯେ ଜାନୁଆରୀ ପହିଲାରୁ ବାଇକ୍‌ରେ ଏକ କାଳିନ ଦୁଇ ଜଣ ବସିଲେ ଉଭୟ ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ ବୋଲି କୁହାଯାଉଛି । 

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.