News portal website
before header
[URIS id=5393]

ଆଜିଠୁ ଆମରଣ ଅନଶନରେ ଏଏନ୍ଏମ୍ ସ୍ବାସ୍ଥ୍ୟକର୍ମୀ : କେବେ ଶୁଣିବେ ମୋ ସରକାର

0 150

Notice

ଭୁବନେଶ୍ବର:

ତା-୧୦-୧୨-୨୦୨୦

ଦରକାର ବେଳେ ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦେଲେ ଏବେ ଚାକିରୀରୁ ଛଟେଇ କରିଦେଲେ। ତେବେ ଏ ନେଇ ୧୨ ଦିନ ଅହୋରାତ୍ର ଧାରଣାରେ ବସିଥିବା ଏଏନ୍ଏମ୍ ସ୍ବାସ୍ଥ୍ୟକର୍ମୀମାନେ ଆଜିଠାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି। ସେମାନଙ୍କ ଦାବି ହେଉଛି ସ୍ଥାୟୀ ନିଯୁକ୍ତି । ତେବେ ପ୍ରଥମ ଦିନରେ ୫ ଜଣ ଏଏନ୍ଏମ୍ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୪ ଜଣ ସୁସ୍ଥ ଅଛନ୍ତି। ଏଏନ୍‌ଏମ୍‌ କର୍ମୀଙ୍କ ଆମରଣ ଅନଶନ ଆରମ୍ଭ ହେବା ଖବର ପାଇବା ପରେ ଧାରଣାସ୍ଥଳ ନିକଟରେ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଏକ ଆମ୍ବୁଲାନ୍ସ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଯୋଗାଇ ଦିଆଯାଇଥିଲା। ଏହା ସହିତ ସନ୍ଧ୍ୟାରେ ଧାରଣାସ୍ଥଳକୁ ଡାକ୍ତର ଆସି ସମସ୍ତ ଆନ୍ଦୋଳନକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ଜଣାପଡ଼ିଛି। ଆନ୍ଦୋଳନକାରୀଙ୍କ ଅନ୍ଦୋଳନ ସତ୍ବେ ସରକାରଙ୍କ ନିଦ ଭାଙ୍ଗୁନି। 

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.