ନୂଆଦିଲ୍ଲୀ:

ତା-୮-୧୨-୨୦୨୦
ଆସିଲା ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟର ନୂଆ ଉଚ୍ଚତା । ଏଭରେଷ୍ଟର ନୂଆ ଉଚ୍ଚତା ୮୮୪୮.୮୬ ମିଟର ହୋଇଥିବା ଘୋଷଣା ହୋଇଛି। ନୂଆ ଉଚ୍ଚତା ଘୋଷଣା କଲେ ନେପାଳର ବୈଦେଶିକ ମନ୍ତ୍ରୀ । ପୂର୍ବରୁ ଏଭରେଷ୍ଟର ଉଚ୍ଚତା ଥିଲା ୮୮୪୮ ମିଟର ।୧୯୫୪ରେ ଭାରତର ଏହି ମାପକୁ ସମଗ୍ର ବିଶ୍ବ ଗ୍ରହଣ କରିଥିଲା । ୨୦୧୫ ଭୂମିକମ୍ପରେ ଉଚ୍ଚତାରେ ପରିବର୍ତ୍ତନ ହୋଇଥିବା ସନ୍ଦେହରେ ମପାଗଲା । ବର୍ଷେ ଧରି ମାପଚୁପ କରୁଥିଲେ ନେପାଳ ଓ ଚୀନ୍ର ବିଶେଷଜ୍ଞ ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia
