Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
ଇସ୍ରାଏଲ ଓ ଗାଜାମଧ୍ୟରେ ରକେଟ ଆକ୍ରମଣ ଜାରି, ଦୁଇ ଦେଶରେ ୭୨ ନାଗରିକ ମୃତ
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୩-୦୫-୨୦୨୧
ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଜାରି ରହିଥିବା ଗଣ୍ଡଗୋଳ ବହୁ ପୁରୁଣା । କିନ୍ତୁ ଗତ ସପ୍ତାହରେ ପାଲେଷ୍ଟାଇନ୍ ସଂଗଠନ ହମାସ ଏବଂ ଜେରୁସେଲମ ମଧ୍ୟରେ ହୋଇଥିବା ହିଂସା ସମଗ୍ର ବିଶ୍ୱକୁ ଚକିତ କରିପକାଇଛି । ଉଭୟ ଦେଶ!-->!-->!-->!-->!-->…
୨୦୦୦ ରୁ ଅଧିକ ‘ବ୍ଲାକ୍ ଫଙ୍ଗସ୍’ ରୋଗୀ ଚିହ୍ନଟ
କଟକ /ଅଷ୍ଟିନ୍ ନ୍ୟୁଜ
୧୩-୦୫-୨୦୨୧
ସାରା ଭାରତ ରେ ବଢୁଥିବା ସଂକ୍ରମଣ ଓ ଟ୍ରିପଲ ମ୍ୟୁଟାଣ୍ଟ ଭାଇରସ୍ ଅସ୍ତବ୍ୟସ୍ତ କରାଉଥିବା ବେଳେ ଏବେ ଭିନ୍ନ ଭିନ୍ନ ରାଜ୍ୟରେ ଚିହ୍ନଟ ହେଉଥିବା 'ବ୍ଲାକ୍ ଫଙ୍ଗସ୍' ଏବେ ଚିକିତ୍ସାବିଜ୍ଞାନ ପାଇଁ ଏକ ମୁଣ୍ଡ ବିନ୍ଧା ପାଲଟିଲାଣି।
!-->!-->!-->!-->!-->!-->!-->…
ରାଜ୍ୟରେ ପୁଣି ୧୦ ହଜାର ଉପରେ କରୋନା ଗ୍ରାଫ୍ :୨୪ ଘଣ୍ଟାରେ ଆଉ ୧୦,୬୪୯ ନୂଆ ପଜିଟିଭ୍ ଚିହ୍ନଟ,
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୬୪୯ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା!-->!-->!-->…
କୂଅରୁ ଗୁରୁତର ଅବସ୍ଥାରେ ୨୨ ବର୍ଷର ଯୁବକ ଉଦ୍ଧାର ।
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୨-୦୫-୨୦୨୧
ବେଲଗୁଣ୍ଠା ଥାନା ଅନ୍ତର୍ଗତ ମାଟିଆସାହି ଗ୍ରାମରେ ଜଣେ 22 ବର୍ଷିଆ ଯୁବକ ସଞ୍ଜୟ ପ୍ରଧାନ ଗାଁ ବାଡିପଟ ଏକ ପଥର କୂଅରେ ଗଳି ପଡିଥିବା ଖବର ପାଇ ବେଲଗୁଣ୍ଠା ଅଗ୍ନିଶମ ବିଭାଗ ପଂହଂଚି ଯୁବକକୁ ଉଦ୍ଧାର କରିଥିଲେ ।
!-->!-->!-->!-->!-->!-->!-->…
ମାଓବାଦୀଙ୍କୁ ମାଗଣାରେ ହେବ ଚିକିତ୍ସା;ସୂଚନା ଦେଲା ଛତିଶଗଡ ଜିଲ୍ଲା ପ୍ରଶାସନ!
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ୱର
ତା-୧୨-୦୫-୨୦୨୧
କରୋନା ମହାମାରୀ ସାରା ବିଶ୍ୱକୁ ଡରୁଥିଲାବେଳେ l ଭାରତରେ ମଧ୍ୟ୍ୟ ଏହାର ପ୍ରକୋପ ଖୁବ ଅଧିକ ଦେଖିବାକୁ ମିଳିଛି l ଏହାଶହ କରୋନା ରେ ଲକ୍ଷ୍ୟ ଲକ୍ଷ୍ୟ ଲୋକ ପ୍ରାଣ ହରାଉଛନ୍ତି l ଏହାରି ଭିତରେ ଆଉ ଏକ ଖବର ସାମ୍ନା କୁ!-->!-->!-->!-->!-->…
ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ଭାଇରସ ନେଲାଣି ୪୪ ଜୀବନ
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୨-୦୫-୨୦୨୧
ମହାମାରୀ କରୋନାର ଦ୍ୱିତୀୟ ଲହର ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ (ଏମୟୁ)ରେ ହଇଚଇ ସୃଷ୍ଟି କରିଛି। ମହାମାରୀରେ ଆକ୍ରାନ୍ତ ହୋଇ ବିଶ୍ୱବିଦ୍ୟାଳୟର ୪୪ ଜଣ ସଦସ୍ୟ ପ୍ରାଣ ହରାଇ ସାରିଲେଣି। ମୃତକଙ୍କ ମଧ୍ୟରେ ୧୯ ଜଣ!-->!-->!-->!-->!-->…
ସିଧାପ୍ରସାରଣ ହେବ ଚନ୍ଦନ ଯାତ୍ରା, ପ୍ରଶାସନ ତରଫରୁ ଜାରି ହେବ ସ୍ବତନ୍ତ୍ର ଏସ୍ଓପି
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୨-୦୫-୨୦୨୧
ଶ୍ରୀମନ୍ଦିର ବାହାରେ ୧୪୪ ଧାରା ମଧ୍ୟରେ ଚନ୍ଦନଯାତ୍ରା କରିବା ପାଇଁ ମଙ୍ଗଳବାର ଛତିଶାନିଯୋଗ ଭର୍ଚୁଆଲ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ଗଣମାଧ୍ୟମ ପ୍ରତିନିଧିମାନେ ଚନ୍ଦନ ଚକଡ଼ା ଆଗକୁ ଯାଇପାରିବେ ନାହିଁ। ହେଲେ!-->!-->!-->!-->!-->…
ଟ୍ୱିନ୍ ସିଟି କମିଶନର ବରିଷ୍ଠ ନାଗରିକଙ୍କ ପାଇଁ ଜାରି କଲେ ହେଲ୍ପଲାଇନ ନମ୍ବର ।
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୨-୦୫-୨୦୨୧
କରୋନା ଲକଡାଉନ୍ ଓ ସଟଡାଉନ ସମୟରେ ଆଇନ ଓ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଦ୍ବୈତନଗରୀରେ ବରିଷ୍ଠ ନାଗରିକଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଟ୍ୱିନ୍ ସିଟି କମିଶନର ପୋଲିସ ଆଜି ଏକ ହେଲ୍ପଲାଇନ ଜାରି କରିଛନ୍ତି ।
!-->!-->!-->!-->!-->!-->!-->…
ରାଜ୍ୟରେ କରୋନା ସଂକ୍ରମଣ ଉପର ମୁହାଁ,ଗୋଟିଏ ଦିନରେ 10 ହଜାର ପାର।
ଅଷ୍ଟିନ ନ୍ଯୁଜ/ଭୁବନେଶ୍ୱର
ତା-୧୨-୦୫-୨୦୨୧
ରାଜ୍ୟରେ ହୁହୁ ହୋଇ ବଢୁଛି କରୋନା ସଂକ୍ରମଣ l ଗତ 24 ଘଣ୍ଟା ମଧ୍ୟରେ ୧୦୯୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୬୧୪୯ ଆକ୍ରାନ୍ତ ଥିବାବେଳେ ସ୍ଥାନୀୟ ସଂକ୍ରମିତ ୪୮୩୩ ଜଣ ଚିହ୍ନଟ!-->!-->!-->!-->!-->…
କାଲି ସପଥ ଗ୍ରହଣ, ସି. ବି. ଆଇ. ରାଡାରରେ ୪ ଜଣ ନେତା
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୧୧-୦୫-୨୦୨୧
ପଶ୍ଚିମବଙ୍ଗ ରେ ପୁଣି ଲେଉଟିଛି ମମତା ବାନାର୍ଜୀଙ୍କ ସରକାର। ହେଲେ ମମତା ବାନାର୍ଜୀ ଙ୍କର ରାଜ୍ୟପାଳ ଙ୍କ ସହ ପୁରୁଣା ବିବାଦ ସମାଧାନ ହବାର ନାଁ ନଉନି। ରାଜ୍ୟପାଳ ଜୟଦୀପ ସିଂହ, ତୃଣମୂଳ କଂଗ୍ରେସ ର ୪ ଜଣ ନେତା ଙ୍କ ବିରୋଧରେ ସି. ବି.!-->!-->!-->!-->!-->…
