କଟକ /ଅଷ୍ଟିନ୍ ନ୍ୟୁଜ

୧୩-୦୫-୨୦୨୧
ସାରା ଭାରତ ରେ ବଢୁଥିବା ସଂକ୍ରମଣ ଓ ଟ୍ରିପଲ ମ୍ୟୁଟାଣ୍ଟ ଭାଇରସ୍ ଅସ୍ତବ୍ୟସ୍ତ କରାଉଥିବା ବେଳେ ଏବେ ଭିନ୍ନ ଭିନ୍ନ ରାଜ୍ୟରେ ଚିହ୍ନଟ ହେଉଥିବା ‘ବ୍ଲାକ୍ ଫଙ୍ଗସ୍’ ଏବେ ଚିକିତ୍ସାବିଜ୍ଞାନ ପାଇଁ ଏକ ମୁଣ୍ଡ ବିନ୍ଧା ପାଲଟିଲାଣି।
ମାହାରାଷ୍ଟ୍ର ରେ ପାଖାପାଖି ୨୦୦୦ ରୋଗୀ ଙ୍କୁ ଏହି ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ହୋଇଥିବା ଜଣାପଡିଛି ବୋଲି ସରକାରୀ ସୂତ୍ରରୁ ଜଣାପଡିଛି। ବୁଧବାର ଦିନ ମହାରାଷ୍ଟ୍ର ର ଥାନେ ଜିଲ୍ଲାର ୨ ଜଣ ରୋଗୀ ଏହି ରୋଗ ରେ ପୀଡିତ ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଥିବାବେଳେ ଆଉ ୬ ଜଣ ଚିକିତ୍ସାଧିନ ଅଛନ୍ତି।

ରାଜ୍ୟର ମେଡିକାଲ କଲେଜ ସଂଲଗ୍ନ ହସ୍ପିଟାଲଗୁଡିକରେ ଅଲଗା କରି ଏହି ରୋଗୀ ମାନଙ୍କର ଚିକିତ୍ସା କେନ୍ଦ୍ର ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
