ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ୱର

ତା-୧୨-୦୫-୨୦୨୧
କରୋନା ମହାମାରୀ ସାରା ବିଶ୍ୱକୁ ଡରୁଥିଲାବେଳେ l ଭାରତରେ ମଧ୍ୟ୍ୟ ଏହାର ପ୍ରକୋପ ଖୁବ ଅଧିକ ଦେଖିବାକୁ ମିଳିଛି l ଏହାଶହ କରୋନା ରେ ଲକ୍ଷ୍ୟ ଲକ୍ଷ୍ୟ ଲୋକ ପ୍ରାଣ ହରାଉଛନ୍ତି l ଏହାରି ଭିତରେ ଆଉ ଏକ ଖବର ସାମ୍ନା କୁ ଆସିଛି l ଛତିଶଗଡ ମାଓବାଦି ଙ୍କୁ କରୋନା ବ୍ୟାପିବା ପରେ l ଜିଲ୍ଲା ପ୍ରଶାସନ ପକ୍ଷରୁ l ମାଓସଂଗଠନ କୁ ଅପିଲ କରାଯାଇଛିକି l ଯଦି କେହି କରୋନା ରେ ପୀଡିତ ଅଛନ୍ତି ତାହାଲେ ସେମାନେ ଆସି ଆତ୍ମସମର୍ପଣ କରନ୍ତୁ l ଏହାଶହ ଆହୁରି କହିଛନ୍ତି ଯଦି କେହି ମାଓ ଆତ୍ମସମର୍ପଣ କରନ୍ତି ତାଙ୍କୁ ମାଗଣାଚିକିତ୍ସl ସହିତ ଅନ୍ୟାନ୍ୟ ସହଯୋଗ କରାଯିବ l
ଏହାସହିତ ତାଙ୍କ ନାମରେ କୌଣସି ମାମଲା ହେବନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l ପୋଲିସ କହିବା ଅନୁସାରେ ଛତିଶଗଡ଼ ମାଓ ସଂଗଠନରେ କରୋନା ସଂକ୍ରମଣ ବ୍ୟାପିଥିବାରୁ ନିକଟରେ ରହୁଥିବା ଗ୍ରାମ ବାସୀଙ୍କ ପାଇଁ ବିପଦ ସୃଷ୍ଟି ହୋଇପାରେ l ସୂଚନାଅନୁସାରେ ଛତିଶଗଡ ଦନ୍ତୱଡ଼ା ଜିଲ୍ଲା କ୍ୟାମ୍ପସ ପ୍ରାୟ 10 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନାମିଳିଛି l ଏହାଶହ କରୋନା ଭୟରେ ଅଧିଲଲକାଂଶ ମାଓମାଦି ଶିବିର ଚଡିଦେଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
