News portal website
before header
[URIS id=5393]

ରାଜ୍ୟରେ କରୋନା ସଂକ୍ରମଣ ଉପର ମୁହାଁ,ଗୋଟିଏ ଦିନରେ 10 ହଜାର ପାର।

0 184

ଅଷ୍ଟିନ ନ୍ଯୁଜ/ଭୁବନେଶ୍ୱର

Notice

ତା-୧୨-୦୫-୨୦୨୧

ରାଜ୍ୟରେ ହୁହୁ ହୋଇ ବଢୁଛି କରୋନା ସଂକ୍ରମଣ l ଗତ 24 ଘଣ୍ଟା ମଧ୍ୟରେ ୧୦୯୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୬୧୪୯ ଆକ୍ରାନ୍ତ ଥିବାବେଳେ ସ୍ଥାନୀୟ ସଂକ୍ରମିତ ୪୮୩୩ ଜଣ ଚିହ୍ନଟ ହୋଇଛନ୍ତି l ସେହିପରି ରାଜ୍ୟରେ ଆଉ ୧୭ ଜଣଙ୍କ ମୃତ୍ୟୁ ହୋଇଛି l

ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟ ବାର ହଜାର ଦୁଇ ଶହ ବତିଶ କୁ ବୃଦ୍ଧି ପାଇଛି।


ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୩୯ ନୂଆ ପଜିଟିଭି ଚିହ୍ନଟ ହୋଇଥିବାବେଳେ l ସୁନ୍ଦରଗଡ ଜିଲ୍ଲାରୁ ୯୬୪,କଟକରୁ ୮୮୫,ଅନୁଗୁଳରୁ ୫୩୯,ସମ୍ବଲପୁରରୁ ୪୫୪,ବରଗଡ଼ରୁ ୪୩୨,ବଲାଙ୍ଗୀରରୁ ୪୨୬,ପୁରୀରୁ ୩୯୮,ଝାରସୁଗୁଡାରୁ ୩୮୦,ନୂଆପଡାରୁ ୩୭୮,ବାଲେଶ୍ୱରରୁ ୩୦୩,କେନ୍ଦୁଝରରୁ ୨୫୩,କଳାହାଣ୍ଡିରୁ ୩୭୦,ଯାଜପୁରରୁ ୩୪୯,ନବରଙ୍ଗପୁରରୁ ୩୩୫,ମୟୁରଭଞ୍ଜରୁ ୨୩୯,ଜଗତସିଂହପୁରରୁ ୨୩୨ ଭଦ୍ରକରୁ ୨୩୧,ସୁବଣ୍ଣପୁରରୁ ୨୧୫,ରାୟଗଡାରୁ ୨୧୨,କୋରାପୁଟରୁ ୧୯୫,ନୟାଗଡରୁ ୧୯୨,ଢେଙ୍କାନାଳରୁ ୧୮୯,ବୌଦ୍ଧରୁ ଓ ଗଞ୍ଜାମରୁ ୧୭୭ କେନ୍ଦ୍ରାପଡ଼ାରୁ ୧୪୧,କନ୍ଧମାଳରୁ ୧୩୪,ଦେବଦଗଡ଼ରୁ ୧୨୭,ଗଜପତିରୁ ୧୧୧,ମାଲକାନଗିରିରୁ ୭୧ ଏବଂ ଷ୍ଟେଟ ପୁଲରୁ ୩୩୨ ଜଣ ଚିହ୍ନଟ ହୋଇଛନ୍ତି l

ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପନ୍ଦର ଲକ୍ଷ୍ୟ ପଞ୍ଚଷଠି ହଜାର ଛଅସହଅଠଚାଳିଶରେ ପହଞ୍ଚିଛିlଏବେବି ରାଜ୍ୟରେ ଅଠାନବେ ହଜାର ଦୁଇ ଶହ ତିରିଶ ଆକ୍ଟିଭ କେସ ରହିଥିବାବେଳେ, ଚାରି ଲକ୍ଷ ପଞ୍ଚଷଠି ହଜାର ଏକ ସହ ତେତେଶ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

www.austinnews.in

http://facebook.com/AustinNewsMedia
https://www.youtube.com/AustinNewsMedia
Leave A Reply

Your email address will not be published.