News portal website
before header
[URIS id=5393]

କୂଅରୁ ଗୁରୁତର ଅବସ୍ଥାରେ ୨୨ ବର୍ଷର ଯୁବକ ଉଦ୍ଧାର ।

0 161

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

Notice

ତା-୧୨-୦୫-୨୦୨୧

ବେଲଗୁଣ୍ଠା ଥାନା ଅନ୍ତର୍ଗତ ମାଟିଆସାହି ଗ୍ରାମରେ ଜଣେ 22 ବର୍ଷିଆ ଯୁବକ ସଞ୍ଜୟ ପ୍ରଧାନ ଗାଁ ବାଡିପଟ ଏକ ପଥର କୂଅରେ ଗଳି ପଡିଥିବା ଖବର ପାଇ ବେଲଗୁଣ୍ଠା ଅଗ୍ନିଶମ ବିଭାଗ ପଂହଂଚି ଯୁବକକୁ ଉଦ୍ଧାର କରିଥିଲେ ।

ଉଦ୍ଧାର ଯୁବକ ଜଣକ ଦୀର୍ଘସମୟ ପାଣି ଭିତରେ ରହି ଶରୀର ଥଣ୍ଡା ପଡିଯାଇଥିବା ବେଳେ ନିଆଁ ଜଳାଇ ତାଂକୁ ସେକିବା ପରେ ସେ ସ୍ୱାଭିବିକ ଅବସ୍ଥାକୁ ଫେରିଥିଲେ । ଅତ୍ୟଧିକ ନିଶା ପାନ କରି ସେ କୂଅରେ ପଡିଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଗାଁ ରେ ଲକଡାଉନ ସମୟରେ ମାଦକ ଦ୍ରବ୍ୟ କାରବାର ଅତ୍ୟଧିକ ବୃଦ୍ଧି କାରଣରୁ ଯୁବକ ମାନେ ପଥଭ୍ରଷ୍ଟ ହେଉଥିବା କାରଣରୁ ଏଭଳି କାଣ୍ଡ ଘଟୁଥିବା ପ୍ରକାଶ କରିବା ସହ ଅସନ୍ତୋଷ ପ୍ରକାଶ ପାଇଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.