କଟକ / ଅଷ୍ଟିନ୍ ନ୍ୟୁଜ

ତା – ୧୧-୦୫-୨୦୨୧
ପଶ୍ଚିମବଙ୍ଗ ରେ ପୁଣି ଲେଉଟିଛି ମମତା ବାନାର୍ଜୀଙ୍କ ସରକାର। ହେଲେ ମମତା ବାନାର୍ଜୀ ଙ୍କର ରାଜ୍ୟପାଳ ଙ୍କ ସହ ପୁରୁଣା ବିବାଦ ସମାଧାନ ହବାର ନାଁ ନଉନି। ରାଜ୍ୟପାଳ ଜୟଦୀପ ସିଂହ, ତୃଣମୂଳ କଂଗ୍ରେସ ର ୪ ଜଣ ନେତା ଙ୍କ ବିରୋଧରେ ସି. ବି. ଆଇ. ମାମଲା ଚଳାଇବାକୁ ସ୍ଵିକୃତି ପ୍ରଦାନ କରିଛନ୍ତି।
ସେମାନେ ହେଲେ ଫିରହଦ ହାକିମ, ସୁବ୍ରତ ମୂଖାର୍ଜୀ, ମଦନ ମିତ୍ର ଓ ଶୋଭନ ଚାଟାର୍ଜୀ।

ସବୁଠାରୁ ବଡ କଥା ହେଉଛି ସେହି ୪ ଜଣ ନେତା କଲି ସକାଳେ ମନ୍ତ୍ରୀ ଭାବେ ସପଥ ଗ୍ରହଣ କରିବେ।
ଗତ କିଛି ବର୍ଷ ମଧ୍ୟରେ, ପଶ୍ଚିମ ବଙ୍ଗରେ ସାରଦା ଘୋଟାଲା ଲଗାତାର ଭାବେ ଚାଳିଆସୁଛି ଯାହାର ତଦନ୍ତ ସି. ବି. ଆଇ କରିଆସୁଛି। ଏନେଇ ଅନେକ୍ ନେତା ଙ୍କ ନାଁ ମଧ୍ଯ ସାମ୍ନାକୁ ଆସିଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
