Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
ଆଜି ଭାରତ ବନ୍ଦ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ଆଜି ଅର୍ଥାତ୍ ସୋମବାର (ସେପ୍ଟେମ୍ବର ୨୭) ଭାରତ ବନ୍ଦ। ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ଅନୁସାରେ ଆଜି ସକାଳ ୬ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ । କେନ୍ଦ୍ର ସରକାରଙ୍କ ୩ଟି!-->!-->!-->!-->!-->!-->!-->…
କଳିଙ୍ଗପାଟନମ୍ର ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ଗୁଲାବ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍ କଲା ସାମୁଦ୍ରିକ ଝଡ଼ ‘ଗୁଲାବ’। ଏହା ଦ୍ବାରା ଓଡ଼ିଶା ଉପରୁ ବିପଦ ଟଳିଛି। ଫଳରେ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ବିଶେଷ କ୍ଷୟକ୍ଷତି ହୋଇନି। ଗଞ୍ଜାମ, ଗଜପତି, ରାୟଗଡ଼ାରେ!-->!-->!-->!-->!-->!-->!-->…
କଟକ ଜଗତପୁରରୁ ମୃତ ହାତୀ ଉଦ୍ଧାର…. ଗତ ଶୁକ୍ରବାର ମୁଣ୍ଡଳୀ ବ୍ୟାରେଜରୁ ହାତୀଟି ଭାସି ଆସିଥିଲା
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୬-୦୯-୨୦୨୧
ଉଦ୍ଧାର ହେଲା ଦନ୍ତା ହାତୀର ମୃତଦେହ। ଗତ ଶୁକ୍ରବାର ଦିନ ମୁଣ୍ଡଳୀ ବ୍ରିଜ୍ ରୁ ଭାସି ଯାଇଥିବା ଦନ୍ତା ହାତୀର ମୃତଦେହ ଆଜି ଉଦ୍ଧାର ହୋଇଛି । କଟକ ଜଗତପୁର ନିକଟ ସାତବାଟିଆରୁ ମୃତ ହାତୀର ଶବ ଉଦ୍ଧାର ହୋଇଛି। ରବିବାର ଅର୍ଥାତ୍ ଆଜି!-->!-->!-->!-->!-->…
ନ୍ୟାୟପାଳିକାରେ ମହିଳାଙ୍କୁ ୫୦ ପ୍ରତିଶତ ଆରକ୍ଷଣ ମିଳିବା ଆବଶ୍ୟକ : ପ୍ରଧାନ ବିଚାରପତି ଏନ.ଭି. ରାମନା
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୬-୦୯-୨୦୨୧
ଭାରତର ପ୍ରଧାନ ବିଚାରପତି ଏନ.ଭି. ରାମନା କହିଛନ୍ତି ନ୍ୟାୟପାଳିକାରେ ମହିଳାଙ୍କ ପାଇଁ 50 ପ୍ରତିଶତ ସଂରକ୍ଷଣ ରହିବା ଆବଶ୍ୟକ। ଏହା ସଙ୍ଗେ ସଙ୍ଗେ ଦେଶର ଆଇନ ମହାବିଦ୍ୟାଳୟ ଗୁଡିକରେ ସମାନ ସଂରକ୍ଷଣର ଦାବିକୁ ମଧ୍ୟ ସମର୍ଥନ!-->!-->!-->!-->!-->!-->!-->…
କଳିଙ୍ଗାପାଟନମ୍-ଗୋପାଳପୁର ମଧ୍ୟରେ ଗତି କରିବ କରିବ ସାମୁଦ୍ରିକ ଝଡ଼ ” ଗୁଲାବ “
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୬-୦୯-୨୦୨୧
ଗୋପାଳପୁରର ନିକଟତର ହେଉଛି ସାମୁଦ୍ରିକ ଝଡ଼ ‘ଗୁଲାବ୍’। ଏହା ପ୍ରଭାବରେ ରାଜ୍ୟର ଉପକୂଳ ଅଞ୍ଚଳରେ ଆଜି ଭୋରରୁ ବର୍ଷା ଆରମ୍ଭ ହୋଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଏବେ ଗୋପାଳପୁର ଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗକୁ!-->!-->!-->!-->!-->!-->!-->…
ଜଳପ୍ରପାତକୁ ଡେଇଁ ପଡ଼ିଲେ ପ୍ରେମୀଯୁଗଳ !
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୬-୦୯-୨୦୨୧
ଜଳପ୍ରପାତକୁ ଡେଇଁ ପଡ଼ିଲେ ପ୍ରେମୀଯୁଗଳ । ଆଜି ସକାଳୁ ସକାଳୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଗୋଧସ ଜଳପ୍ରପାତରେ । ଜଳପ୍ରପାତ ନିକଟରେ ଗୋଟିଏ ବାଇକ୍, ପୋଷାକପତ୍ର ଓ ଘଣ୍ଟା ଅଛି। ସେମାନେ ଏସବୁ!-->!-->!-->!-->!-->!-->!-->…
ବାତ୍ୟାର ନାଁ ‘ ଗୁଲାବ ‘ କାହିଁକି ?
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୬-୦୯-୨୦୨୧
ଓଡ଼ିଶାକୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଭୟଙ୍କର ବାତ୍ୟା ଆସିଛି। ସେ ଫାଇଲିନ ହେଉ କିମ୍ବା ତିତଲି, ଅମ୍ପନ ଅବା ୟାସ୍। ରାଜ୍ୟବାସୀ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବାତ୍ୟାର ସମ୍ମୁଖୀନ ହେଉଛନ୍ତି। ଏବେ ଆଉ ଏକ ବାତ୍ୟା " ଗୁଲାବ "!-->!-->!-->!-->!-->!-->!-->…
ବାତ୍ୟା ମୁକାବିଲା ପାଇଁ ଖୋଲିଲା କଣ୍ଟ୍ରୋଲ ରୁମ୍, ନମ୍ବର ହେଉଛି ୦୬୭୪- ୨୩୯୩୯୫୮
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୬-୦୯-୨୦୨୧
ସମ୍ଭାବ୍ୟ ବାତ୍ୟା ଗୁଲାବ ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ କରିଛନ୍ତି। ସେହିପରି ଏସ୍ଆରସି ମଧ୍ୟ ଲଗାତାର ଅପଡେଟ ଦେଉଛନ୍ତି। ଅପରପକ୍ଷରେ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି।!-->!-->!-->!-->!-->!-->!-->…
ବଡ ଧରଣର ଅଘଟଣ : ମଝି ନଦୀରେ ଡଙ୍ଗା ଓଲଟି ୨୨ ନିଖୋଜ, ୬ ଜଣଙ୍କର ମୃତଦେହ ଉଦ୍ଧାର
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୬-୦୯-୨୦୨୧
ବିହାରରେ ଘଟିଛି ଏକ ବଡ଼ ଧରଣର ଅଘଟଣ। ଡଙ୍ଗା ଓଲଟି ୨୨ ନିଖୋଜ ୬ ଜଣଙ୍କ ମୃତ ଦେହ ଉଦ୍ଧାର। ଆଜି ସକାଳୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରର ପୂର୍ବ ଚମ୍ପାରଣରେ । ମୋତିହାରୀର ଶିକାରଗଞ୍ଜ ଥାନା ଅନ୍ତର୍ଗତ ଗୋଢିୟାରେ ସିକରହନା!-->!-->!-->!-->!-->!-->!-->…
ବାତ୍ୟା ‘ଗୁଲାବ’ ର ପ୍ରଭାବ : ଗଜପତି ଗୁମ୍ମାରେ ଧସିଲା ମାଟି ଅତଡ଼ା
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୬-୦୯-୨୦୨୧
ସ୍ଥଳଭାଗ ମୁହାଁ ସମ୍ଭାବ୍ୟ ବାତ୍ୟା 'ଗୁଲାବ' । ଏବେଠୁ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଗଜପତି ଜିଲ୍ଲାରେ ବର୍ଷା ଲାଗି ରହିଛି । ଗୁଲାବର ପ୍ରଭାବରେ ଗୁମ୍ମା ବ୍ଲକ ନାମନଗଡ଼ ଠାରୁ ଅଜୟଗଡ଼ ରାସ୍ତାରେ ମାଟି ଅତଡ଼ା ଧସି ରାସ୍ତା!-->!-->!-->!-->!-->!-->!-->…
