News portal website
before header

ନବୀନ ସରକାରରେ ପ୍ରଥମ : ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତିର ତଦନ୍ତ କରିବେ ଲୋକାୟୁକ୍ତ

ଭୁବନେଶ୍ବର: ତା-୭-୧୨-୨୦୨୦ ଦିନକୁ ଦିନ ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ ବଢୁଛି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲାର ଲୋକାୟୁକ୍ତ ତଦନ୍ତ ପାଇଁ ସୁପାରିସ କଲେ ମୁଖ୍ୟମନ୍ତ୍ରୀ । ନବୀନ ସରକାର ଗଠନ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ…

ତୈଳ ଦର ବୃଦ୍ଧିର ପ୍ରଭାବ : ବଢିଲା ବସ୍ ଭଡା

ଭୁବନେଶ୍ବର: ତା-୭-୧୨-୨୦୨୦ ଖାଉଟିଙ୍କ ଉପରେ ମହଙ୍ଗା ମାଡ। ଦେଶରେ ଗତ କିଛିଦିନ ହେଲା କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ପେଟ୍ରୋଲ ଦର ବୃଦ୍ଧି ପରେ ରାଜ୍ୟରେ ଆଜି ବସ ଭଡା ବଢିଛି । ଡିଲକ୍ସ ଓ ଏସି ଡିଲକ୍ସ ବସ କିଲୋମିଟର ପିଛା ୨ ପଇସା ବୃଦ୍ଧି…

ପରୀକୁ ନ୍ୟାୟ ଦାବିରେ ରାଜଭବନ ସମ୍ମୁଖରେ ବିଜେପିର ଗଣ ଧାରଣା

ଭୁବନେଶ୍ବର: ତା-୭-୧୨-୨୦୨୦ ବହୁ ଚର୍ଚ୍ଚିତ ନୟାଗଡ଼ର କୋମଳମତି ପରୀ ହତ୍ୟା ମାମଲାରେ ବିରଧ ଥମିବାର ନାଁ ନେଉନି। ପରୀ କୁ ନ୍ୟାୟ ପ୍ରଦାନ ପାଇଁ ରାଜଭବନ ଆଗରେ ବିଜେପି ପକ୍ଷରୁ ଦିଆଯାଇଛି ଗଣ ଧାରଣା । ଏହି ଧାରଣାରେ ବହୁ ବରିଷ୍ଠ ନେତା ସାମିଲ ଅଛନ୍ତି । ମାମଲାର CBI ତଦନ୍ତ ଓ…

ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି: ଲୋକାୟୁକ୍ତରେ ହାଜର ହେଲେ ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀ

ଭୁବନେଶ୍ବର: ତା-୭-୧୨-୨୦୨୦ କୋଭିଡ୍-୧୯ ପରିଚାଳନା ଲାଗି ସାମଗ୍ରୀ ଯୋଗାଣ ପାଇଁ ଗଠିତ  କ୍ରୟ କମିଟିର ପ୍ରାକ୍ତନ ମୁଖ୍ୟ ଆଇଏଏସ୍‌ ହେମନ୍ତ ଶର୍ମା। ତାଙ୍କ ସହ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷ‌ା ଯାମିନୀ ଷଡ଼ଙ୍ଗୀ ବି ହାଜର ହୋଇଛନ୍ତି। ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାରେ…

ଆରପାରିରେ ସୁର ବାବା

ଭୁବନେଶ୍ବର: ତା-୭-୧୨-୨୦୨୦ ବହୁ ଚର୍ଚ୍ଚିତ ସୁର ବାବାଙ୍କ ପରଲୋକ। ତ୍ରାହି ଅଚ୍ୟୁତ୍‌ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ମିଶ୍ର ଓରଫ ସୁର ବାବାଙ୍କବିଳମ୍ବିତ ରାତ୍ରିରେ ପରଲୋକ ହୋଇଯାଇଛି। ରାଜଧାନୀର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି।…

ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତିର ହିସାବ ଦେଲେ ବିଧାୟକ ରମେଶ ଜେନା

ବ୍ରହ୍ମପୁର : ତା-୬-୧୨-୨୦୨୦ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫ ପରେ ଖୋଲୁଛି ଦୁର୍ନୀତିର ପେଡି। ଦୀର୍ଘ ୧୬ବର୍ଷ ଧରି ଶାସକ ଦଳରେ ଥାଇ କ୍ଷମତାର ଅପବ୍ୟବହାର କରି ଦୁର୍ନୀତି କରିଛନ୍ତି ପ୍ରଦୀପ ପାଣିଗ୍ରାହୀ। ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା…

ହାଜତ ମୃତ୍ୟୁ ଘଟଣା ପରେ ବଦଳିଲେ ପୁରୀର ୬ ପୋଲିସ ଅଧିକାରୀ

ପୁରୀ: ତା-୬-୧୨-୨୦୨୦ ପୁରୀରେ ହାଜତ ମୃତ୍ୟୁ ଘଟଣା ପରେ ଜିଲ୍ଲାର ୬ ପୋଲିସଙ୍କୁ ବଦଳି କରାଯାଇଛି। ବାସେଳିସାହି ଥାନା IIC ଜୀବନାନନ୍ଦ ଜେନାଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି ପୁରୀ ଏସ୍‌ପି। ତାଙ୍କ ସ୍ଥାନରେ ସଂଜୀବ ପ୍ରଧାନ ହେଲେ ବାସେଳିସାହିର ନୂଆ ଆଇଆଇସି। ହାଜତ…

ସମ୍ବିତ ପାତ୍ରଙ୍କୁ କୋର୍ଟକୁ ଟାଣିବ କଂଗ୍ରେସ

ଭୁବନେଶ୍ବର: ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ କୋର୍ଟକୁ ଟାଣିବ କଂଗ୍ରେସ। ପରୀ ହତ୍ୟା ମାମଲାରେ SIT ତଦନ୍ତ ଦାବି କରିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ତେବେ ସରକାର ମଧ୍ୟ ତାଙ୍କ ଦାବି ପୂରଣ କରିଥିଲେ। କିନ୍ତୁ ଏହି ଘଟଣାରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା…

ଜେଲ ଭିତରେ ସମୁଦି ଜ୍ବାଇଁ ଭେଟ

ଭୁବନେଶ୍ବର: ତା-୬-୧୨-୨୦୨୦ ଝାରପଡା ଜେଲ୍‌ ଭିତରେ ସାମ୍ନାସାମ୍ନି ହେଲେ ଭାବୀ ସମୁଦି ଓ ଜ୍ୱାଇଁ। ଖାଇବା ନେବା ବେଳେ ଅଭୟକାନ୍ତ ପାଠକ, ପୁଅ ଆକାଶ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କର ଭେଟ ହୋଇଥିଲା । ଉଭୟ ଉଭୟଙ୍କୁ ଦେଖି କେମତି ଅଛ ବୋଲି ପଚାରି ହସିଥିଲେ।ଭାବୀ ଜ୍ୱାଇଁ ଆକାଶଙ୍କ ସହ…

ଆଜି ବି ବିଫଳ ହେଲା ଚାଷୀ ଓ ସରକାର ବୈଠକ

ନୂଆଦିଲ୍ଲୀ: ତା-୫-୧୨-୨୦୨୦ ଆଜି କେନ୍ଦ୍ର ସରକାର ଏବଂ କୃଷକ ନେତାଙ୍କ ମଧ୍ୟରେ ଏକ ରାଉଣ୍ଡ ବୈଠକ ଅନୁଷ୍ଠିତ ହୋଇଥିଲା।  ଶନିବାର ଅନୁଷ୍ଠିତ ବୈଠକରେ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ମଧ୍ୟରେ କୃଷକମାନେ ସେମାନଙ୍କ ଦାବି ଉପରେ ଜିଦ୍ ଧରିଥିଲେ।  ପ୍ରାୟ 6 ଘଣ୍ଟା ଧରି…