News portal website
before header

ରାଜ୍ୟର କେତେ ଶିଶୁ ରାସ୍ତା କଡ଼ରେ ରହୁଛନ୍ତି ?

ରାଜ୍ୟର କେତେ ଶିଶୁ ରହୁଛନ୍ତି ରାସ୍ତା କଡ଼ରେ ? ଆଜି ବିଧାନସଭାରେ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ରାସ୍ତାକଡରେ ୩୯୩ ଜଣ ଶିଶୁ ରହୁଥିବା ନେଇ ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ସେ କହିଛନ୍ତି ଯେ, ଏବେ ରାଜ୍ୟରେ…

କେବେ ଖୋଲିବ ପୁରୀ ରତ୍ନଭଣ୍ଡାର? ବିଧାନସଭାରେ ଉତ୍ତର ଦେଲେ ମନ୍ତ୍ରୀ

ପୁରୀ ରତ୍ନଭଣ୍ଡାର କେବେ ଖୋଲିବ ? ଏବଂ ରତ୍ନଭଣ୍ଡାରରେ କେତେ ପରିମାଣର ସୁନା, ରୂପା, ହୀରା ଓ ଅନ୍ୟ ରତ୍ନାଦି ଅଳଙ୍କାର ରହିଛି ? ଏହାର ସୁମାରି କରିବାକୁ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ଅଛି କି ? ବିଧାନସଭାରେ ଆଜି ଏ ଭଳି ପ୍ରଶ୍ନ କରିଛନ୍ତି ବିଧାୟକ ମୋହନ ଚରଣ ମାଝୀ । ଏହାର ଲିଖିତ…

ରାଜ୍ୟରେ ବିଷାକ୍ତ ମଦ ପିଇ ୨୦୧୦-୧୧ରୁ ଏଯାବତ ୫୦ ମୃତ

ବିଷାକ୍ତ ମଦ ପିଇ ୨୦୧୦-୧୧ରୁ ଏଯାବତ ରାଜ୍ୟରେ ୫୦ ଜଣଙ୍କ ମୃତ୍ୟୁ ଘଟିଛି।  ଆଜି ଏ ନେଇ ବିଧାନସଭାରେ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି ଯେ ମୃତ ୫୦ ଜଣଙ୍କ ମଧ୍ୟରୁ ୨୦୧୧-୧୨ରେ କଟକରେ ୪୧ ଜଣଙ୍କ ମୃତ୍ୟୁ ଘଟିଥିଲା।…

୧୮ରେ ହୀରାକୁଦରୁ ଛଡ଼ାଯିବ ଏ ବର୍ଷର ପ୍ରଥମ ବନ୍ୟାଜଳ

ଜୁଲାଇ ୧୮ ତାରିଖରେ ହୀରାକୁଦରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ୧୮ ତାରିଖ ସକାଳ ୧୧ଟା ସୁଦ୍ଧା ହୀରାକୁଦର ଗେଟ୍ ଖୋଲାଯିବ। ଗେଟ୍ ଖୋଲାଯିବା ନେଇ ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। 

ଏବର୍ଷର ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ

ଚଳିତ ବର୍ଷର ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର। ଗଞ୍ଜାମ ବ୍ଲକ୍‌ରେ ଜଣେ ୨୬ ବର୍ଷୀୟା ମହିଳା ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏ ସମ୍ପର୍କରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସୂଚନା ମୁତାବକ ମହିଳା ଜଣକ…

ଆଜି ଦେଶର ସବୁ ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କୁ ନୈଶ୍ୟ ଭୋଜି ଦେବେ ରାଷ୍ଟ୍ରପତି

ଆଜି ଦେଶର ସବୁ ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କୁ ନୈଶ୍ୟ ଭୋଜି ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସନ୍ଧ୍ୟା ୭ଟାରେ ଭୋଜିର ଆୟୋଜନ ହୋଇଛି। ତେବେ ଏଠାରେ ସୂଚନାଯୋଗ୍ୟ ଯେ ଆସନ୍ତା ୨୪ରେରେ ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ।

ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ରାଜ୍ୟ ବାହାରକୁ ଯିବାପାଇଁ ମିଳିଲା ଅନୁମତି

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ରାଜ୍ୟ ବାହାରକୁ ଯିବାପାଇଁ ମିଳିଲା ଅନୁମତି । କଣ୍ଟାବାଞ୍ଜି ଏଡିଜେ କୋର୍ଟ ଏହି ଅନୁମତି ପ୍ରଦାନ କରିଥିବା ସୂଚନା ମିଳିଛି। ତେବେ ଏଠାରେ ସୂଚନାଯୋଗ୍ୟ ଯେ ସ୍ତ୍ରୀ ଓ ଝିଅର ଚିକିତ୍ସା ପାଇଁ ୧୪ ଦିନିଆ…

ବୁଷ୍ଟର ଡୋଜ୍ ନମିଳିବାରୁ ମେଡିକାଲ ଅଧିକାରୀଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ

ବୁଷ୍ଟର ଡୋଜ୍ ନମିଳିବାରୁ ମେଡିକାଲ ଅଧିକାରୀଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଜନତା। ଏ ଘଟଣା ଘଟିଛି ବାଲେଶ୍ୱର ସୁନାହଟ ସହରାଞ୍ଚଳ ମେଡିକାଲରେ । ଗତ କାଲି ଠାରୁ ଦେଶରେ ଆରମ୍ଭ ହୋଇଛି ୭୫ ଦିନିଆ କରୋନା ବିରୋଧୀ ସ୍ୱତନ୍ତ୍ର ଅଭିଯାନ। ଏହି ଅଭିଯାନ ମାଧ୍ୟମରେ ୧୮ରୁ-୫୯ ବର୍ଷ ଲୋକଙ୍କୁ ମାଗଣାରେ…

ନବ ଦମ୍ପତିଙ୍କ ମ୍ୟାରେଜ କଣ୍ଟ୍ରାକ୍ଟ ମାସକୁ ଗୋଟିଏ ପିଜା, ପ୍ରତି ୧୫ ଦିନରେ ଥରେ ଶପିଂ

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ମ୍ୟାରେଜ କଣ୍ଟ୍ରାକ୍ଟ । ଏ କଣ୍ଟ୍ରାକ୍ଟରେ ଏମିତି କିଛି ସର୍ତ୍ତ ରହିଛି, ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭାଇରାଲ ମ୍ୟାରେଜ କଣ୍ଟ୍ରାକ୍ଟ ହେଉଛି ଆସାମର ଗୌହାଟୀ ନିକଟ ପଲଟନ ବଜାରରେ ରହୁଥିବା ୨୪ ବର୍ଷୀୟ ଶାନ୍ତି ପ୍ରସାସ ଓ ମିଣ୍ଟୁ…

ଯଶୱନ୍ତ ସିହ୍ନାଙ୍କୁ ଯିବ ରାଜ୍ୟ କଂଗ୍ରେସ ଭୋଟ ସୂଚନା ଦେଲେ ପିସିସି ସଭାପତି

ୟୁପିଏ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବେ କଂଗ୍ରେସ ବିଧାୟକ। ଦିଲ୍ଲୀରେ ଫେରିବା ପରେ କଂଗ୍ରେସ ବିଧାୟକ ମାନଙ୍କୁ ଭେଟିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସେ ବିଧାୟକ ମାନଙ୍କୁ ହାଇକମାଣ୍ଡଙ୍କ ନିଷ୍ପତ୍ତି ବିଷୟରେ ଅବଗତ କରାଇଛନ୍ତି। କଂଗ୍ରେସର ସମସ୍ତ ଭୋଟ ମିଳିତ…