[URIS id=5393] ୧୮ରେ ହୀରାକୁଦରୁ ଛଡ଼ାଯିବ ଏ ବର୍ଷର ପ୍ରଥମ ବନ୍ୟାଜଳ ଓଡିଶା By Austin News Last updated Jul 16, 2022 0 128 Share ଜୁଲାଇ ୧୮ ତାରିଖରେ ହୀରାକୁଦରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ୧୮ ତାରିଖ ସକାଳ ୧୧ଟା ସୁଦ୍ଧା ହୀରାକୁଦର ଗେଟ୍ ଖୋଲାଯିବ। ଗେଟ୍ ଖୋଲାଯିବା ନେଇ ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। Hirakuda Dam