News portal website
before header
[URIS id=5393]

ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ରାଜ୍ୟ ବାହାରକୁ ଯିବାପାଇଁ ମିଳିଲା ଅନୁମତି

0 154

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ରାଜ୍ୟ ବାହାରକୁ ଯିବାପାଇଁ ମିଳିଲା ଅନୁମତି । କଣ୍ଟାବାଞ୍ଜି ଏଡିଜେ କୋର୍ଟ ଏହି ଅନୁମତି ପ୍ରଦାନ କରିଥିବା ସୂଚନା ମିଳିଛି। ତେବେ ଏଠାରେ ସୂଚନାଯୋଗ୍ୟ ଯେ ସ୍ତ୍ରୀ ଓ ଝିଅର ଚିକିତ୍ସା ପାଇଁ ୧୪ ଦିନିଆ ଅନ୍ତରୀଣ ଜାମିନରେ ରହିଛନ୍ତି ଗୋବିନ୍ଦ ସାହୁ । ସ୍ତ୍ରୀ ଓ ଝିଅର ଅଧିକ ଚିକିତ୍ସା ପାଇଁ ରାଜ୍ୟ ବାହାର ୱାଲଟିୟର ଯିବାପାଇଁ ସେ ଏଡିଜେ କୋର୍ଟରେ ଅନୁମତି ପ୍ରଦାନ ପାଇଁ ଆବେଦନ କରିଥିଲା। ତେବେ କୋର୍ଟ ତାଙ୍କୁ ରାଜ୍ୟ ବାହାରକୁ ଯିବାପାଇଁ ଅନୁମତି ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.