News portal website
before header
[URIS id=5393]

ଏବର୍ଷର ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ

0 123

ଚଳିତ ବର୍ଷର ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର। ଗଞ୍ଜାମ ବ୍ଲକ୍‌ରେ ଜଣେ ୨୬ ବର୍ଷୀୟା ମହିଳା ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏ ସମ୍ପର୍କରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସୂଚନା ମୁତାବକ ମହିଳା ଜଣକ ଭୁବନେଶ୍ବରରେ ରୁହନ୍ତି ଏବଂ ନିକଟରେ ସେ ଗଞ୍ଜାମ ଫେରିଥିଲେ। ଜ୍ଵରରେ ଆକ୍ରାନ୍ତ ହେବା ପରେ ଏମ୍‌କେସିଜିରେ ଡେଙ୍ଗୁ ପରୀକ୍ଷା କରିଥିଲେ।

Notice
Leave A Reply

Your email address will not be published.