News portal website
before header
[URIS id=5393]

ନବ ଦମ୍ପତିଙ୍କ ମ୍ୟାରେଜ କଣ୍ଟ୍ରାକ୍ଟ ମାସକୁ ଗୋଟିଏ ପିଜା, ପ୍ରତି ୧୫ ଦିନରେ ଥରେ ଶପିଂ

0 236

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ମ୍ୟାରେଜ କଣ୍ଟ୍ରାକ୍ଟ । ଏ କଣ୍ଟ୍ରାକ୍ଟରେ ଏମିତି କିଛି ସର୍ତ୍ତ ରହିଛି, ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭାଇରାଲ ମ୍ୟାରେଜ କଣ୍ଟ୍ରାକ୍ଟ ହେଉଛି ଆସାମର ଗୌହାଟୀ ନିକଟ ପଲଟନ ବଜାରରେ ରହୁଥିବା ୨୪ ବର୍ଷୀୟ ଶାନ୍ତି ପ୍ରସାସ ଓ ମିଣ୍ଟୁ ରାୟଙ୍କର। ଏଥିରେ ଲେଖା ଅଛି ଯେ ମାସକୁ ଗୋଟିଏ ପିଜା। ଆଉ ସବୁ ବେଳେ ଘରର ଖାଇବା। ସବୁଦିନେ ଶାଢ଼ୀ ଓ ଲେଟ୍ ନାଇଟ ପାର୍ଟିକୁ ଅନୁମତି। କିନ୍ତୁ କେବଳ ମୋ ସହ ପ୍ରତିଦିନ ଜିମ୍ ଓ ରବିବାର ଜଳିଖିଆ ପ୍ରସ୍ତୁତ କରିବା। ସବୁ ପାର୍ଟିରେ ଭଲ ଭଲ ଫଟୋ ଉଠାଇବା ଏବଂ ପ୍ରତି ୧୫ ଦିନରେ ଥରେ ଶପିଂ। ଏହାକୁ ନେଇ ନବବଧୂ ଶାନ୍ତି କହିଛନ୍ତି, “ସାଙ୍ଗମାନେ ଏହି ମ୍ୟାରେଜ କଣ୍ଟ୍ରାକ୍ଟକୁ ଗିଫ୍ଟ ଆକାରରେ ଦେଇଛନ୍ତି। ସେମାନେ ବରିଳ ଗିଫ୍ଟ କଥା ଲେଖିଥିଲେ, କିନ୍ତୁ ଏଥିରେ ଏମିତି ସବୁ କଥା ଥିବ ବୋଲି ଆମେ ଆଦୌ ଜାଣି ନଥିଲୁ।

Notice
Leave A Reply

Your email address will not be published.