News portal website
before header
[URIS id=5393]

ରାଜ୍ୟରେ ବିଷାକ୍ତ ମଦ ପିଇ ୨୦୧୦-୧୧ରୁ ଏଯାବତ ୫୦ ମୃତ

0 130

ବିଷାକ୍ତ ମଦ ପିଇ ୨୦୧୦-୧୧ରୁ ଏଯାବତ ରାଜ୍ୟରେ ୫୦ ଜଣଙ୍କ ମୃତ୍ୟୁ ଘଟିଛି।  ଆଜି ଏ ନେଇ ବିଧାନସଭାରେ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି ଯେ ମୃତ ୫୦ ଜଣଙ୍କ ମଧ୍ୟରୁ ୨୦୧୧-୧୨ରେ କଟକରେ ୪୧ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଭଦ୍ରକରେ ମଧ୍ୟ ୯ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। 

Notice
Leave A Reply

Your email address will not be published.