Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
ମହିଳା ଅଧିକାରୀଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ବାୟୁସେନା ଅଧିକାରୀ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ମହିଳା ଅଧିକାରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହେଲେ ବାୟୁସେନା ଅଧିକାରୀ। ଜଣେ ୨୯ ବର୍ଷୀୟ ମହିଳା ଅଧିକାରୀଙ୍କ ସହ ସେ ଦୁଷ୍କର୍ମ କରିଥିବା ନେଇ ବାୟୁସେନା ଅଧିକାରୀଙ୍କ ବିରୋଧରେ ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା!-->!-->!-->!-->!-->!-->!-->…
ରଘୁନାଥପୁର ନିକଟରୁ ମିଳିଲା ନିଖୋଜ ବିଜେବି କଲେଜ କର୍ମଚାରୀ ଦେବାଶିଷ ଦାସଙ୍କ ମୃତଦେହ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ଭୁବନେଶ୍ବର ବିଜେବି କଲେଜ ଲାବୋରେଟୋରି ଟେକ୍ନିସିଆନ୍ ଭାବେ କାର୍ଯ୍ୟରତ ଥିବା ଡକ୍ଟର ଦେବାଶିଷ ଦାସ ରବିବାର ଦିନ ଜଗତପୁରଠାରେ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବର୍ତ୍ତମାନ ତାଙ୍କର ମୃତଦେହ ମିଳିଛି । ରଘୁନାଥପୁର!-->!-->!-->!-->!-->!-->!-->…
ଏସସିବିରୁ ଡିସଚାର୍ଜ ହେଲେ ଓଟିଭି କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
କଟକ ବଡ଼ ଡାକ୍ତରଖାନାରୁ ଡିସ୍ଚାର୍ଜ ହେଲେ ଓଡିଶା ଟିଭିର କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା। ସେପ୍ଟେମ୍ବର ୨୪ ତାରିଖ ଦିନ ଅପରେଶନ ଗଜରାଜର କଭରେଜ ସମୟରେ ଏକ ବଡ଼ ଧରଣର ଅଘଟଣ ଘଟିଥିଲା। ଯେଉଁଥିରେ ହାତୀକୁ ଉଦ୍ଧାର କରିବାକୁ ଯାଇ!-->!-->!-->!-->!-->!-->!-->…
କୋଟିଆର ଗର୍ଭବତୀ ମହିଳାମାନଙ୍କ ପାଇଁ ଆନ୍ଧ୍ର ସ୍ବାସ୍ଥ୍ଯକର୍ମୀଙ୍କ ସଦଖିଆ ଉତ୍ସବ !
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ପୁଣି ଥରେ ଓଡିଶାର ସୀମାନ୍ତ ଅଞ୍ଚଳ କୋଟିଆ ଗ୍ରାମରେ ଦାଦାଗିରି ଦେଖାଇଛନ୍ତି ଆନ୍ଧ୍ର ସରକାର। ଏଥର ଆନ୍ଧ୍ରପ୍ରଦେଶର ସ୍ୱାସ୍ଥ୍ୟ କର୍ମୀ (I.C.D.S.)ଙ୍କ ଦ୍ବାରା ଓଡ଼ିଶାର "ଗର୍ଭବତୀ ମହିଳାମାନଙ୍କ ପାଇଁ ସଦଖିଆ (ତେଲୁଗୁରେ!-->!-->!-->!-->!-->!-->!-->…
CITU ର ଭୁବନେଶ୍ୱରରେ ବିକ୍ଷୋଭ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ଆଜି ଭାରତ ବନ୍ଦ। ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ। ଭୁବନେଶ୍ୱରର ଆଇଗେଣିଆ ନିକଟ ଜାତୀୟ ରାଜପଥରେ CITU ର ଶହଶହ ସାଥୀ ଓ TUCI ସାଥୀଙ୍କ ଦ୍ୱାରା ବନ୍ଦ ପାଳନ କରାଯାଇଛି।!-->!-->!-->!-->!-->…
ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଏଣିକି ଗୋଟିଏ ପ୍ଲାଟଫର୍ମରେ ସବୁ ସୁବିଧା
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
"ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ"ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଭିଡିଓ କନ୍ଫରେନ୍ସି ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ପିଏମ୍ ମୋଦୀ । ଏଣିକି ଗୋଟିଏ ପ୍ଲାଟଫର୍ମରେ ସବୁ ପ୍ରକାର ସୁବିଧା ମିଳିପାରିବ।!-->!-->!-->!-->!-->!-->!-->…
ଭାରତ ବନ୍ଦ ଯୋଗୁଁ ଦିଲ୍ଲୀ-ଏନସିଆରରେ ଭାରି ଜାମ୍
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
କୃଷକ ସଂଗଠନ ଗୁଡ଼ିକ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ଜବରଦସ୍ତ ପ୍ରଭାବ ଦିଲ୍ଲୀ-ଏନସିଆରରେ ଦେଖିବାକୁ ମିଳିଛି। ଦିଲ୍ଲୀରେ ପ୍ରବଳ ଜାମ ରହିଛି। ବର୍ତ୍ତମାନ ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ହଜାର ହଜାର ଗାଡି ଅଟକି!-->!-->!-->!-->!-->…
ସେପ୍ଟେମ୍ବର ୩୦ ଘୁଞ୍ଚିଲା ଯୁକ୍ତ ୩ ନାମଲେଖା ପ୍ରକିୟା
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ଆଜି ହେଉଛି ଭାରତ ବନ୍ଦ । ଭାରତ ବନ୍ଦ ଯୋଗୁଁ ଯୁକ୍ତ ୩ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପ୍ରଭାବିତ ହୋଇଛି। ଏହି କାରଣ ଯୋଗୁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ନାମଲେଖା ପ୍ରକିୟାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ୨୯ ତାରିଖ ଶେଷ!-->!-->!-->!-->!-->!-->!-->…
୨ଟି କାର୍ରୁ ୨ କୁଇଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ, ୪ ଗିରଫ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରା ପଡ଼ିଲେ ଅଭିଯୁକ୍ତ । ଆନ୍ଧ୍ରପ୍ରଦେଶ ନାର୍ସିପାଟଣା ଅଞ୍ଚଳରୁ ଭାୟା ଓଡ଼ିଶା ଦେଇ ମଧ୍ୟପ୍ରଦେଶ ଗଞ୍ଜେଇ ଚୋରା ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧରା ପଡିଛନ୍ତି!-->!-->!-->!-->!-->!-->!-->…
ଅକ୍ଟୋବର ମାସରେ ୨୧ ଦିନ ବନ୍ଦ ବ୍ୟାଙ୍କ ବନ୍ଦ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ଅକ୍ଟୋବର ମାସରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ । କିନ୍ତୁ ଦେଶର ସବୁ ରାଜ୍ୟରେ ବ୍ୟାଙ୍କ ୨୧ ଦିନ ବନ୍ଦ ରହିବ ନାହିଁ । ଅକ୍ଟୋବର ମାସରେ ୫ ଟି ରବିବାର ଛୁଟି ରହିବ । ଏତଦ ବ୍ୟତୀତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବ୍ୟାଙ୍କଗୁଡ଼ିକ!-->!-->!-->!-->!-->!-->!-->…
